ନୂଆଦିଲ୍ଲୀ: ଏକ ନୂତନ ବିଭାଗ – ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ (ଡିପିଇ) ଅର୍ଥ ମନ୍ତ୍ରଣାଳୟ ସହିତ ମିଶିଛି। ଏହି ବିଭାଗ ଏବେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରହିବ। ଏହା ଏପର୍ଯ୍ୟନ୍ତ ଭାରୀ ଶିଳ୍ପ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ମନ୍ତ୍ରଣାଳୟର ଅଂଶ ଥିଲା। ଏହା ସହିତ ଅର୍ଥ ମନ୍ତ୍ରଣାଳୟର ବର୍ତ୍ତମାନ ୬ ଟି ବିଭାଗ ଅଛି।
ଅର୍ଥ ମନ୍ତ୍ରଣାଳୟର ପୂର୍ବରୁ ପାଞ୍ଚଟି ବିଭାଗ ରହିଛି, ଅର୍ଥନୈତିକ ବ୍ୟାପାର ବିଭାଗ, ବ୍ୟୟ ବିଭାଗ, ରାଜସ୍ୱ ବିଭାଗ, ପୁଞ୍ଜି ବିନିଯୋଗ ଏବଂ ଜନ ସମ୍ପଦ ପରିଚାଳନା ବିଭାଗ (DIPAM) ଏବଂ ଆର୍ଥିକ ସେବା ବିଭାଗ।
Comments are closed.