Latest Odisha News

BREAKING NEWS

ଜାଭେଦ ଅଖତର୍‌ଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ (ଆରଏସଏସ) ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନେଇ ମୁମ୍ବାଇ ପୋଲିସ ସୋମବାର ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ଓକିଲ ସନ୍ତୋଷ ଦୁବେଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗରେ ଏଫ୍‌ଆଇଆର ଦାଖଲ କରାଯାଇଥିବା ଜଣାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ଧାରା ୫୦୦ ଅନୁଯାୟୀ ଜାଭେଦଙ୍କ ନାଁରେ ଏଫଆଇଆର ପଞ୍ଜିକୃତ ହୋଇଛି।

Comments are closed.