Latest Odisha News

BREAKING NEWS

୧୦୪କୁ ଫେକ୍ କଲ ଘଟଣାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ୧୦୪କୁ ଫେକ୍ କଲ ପାଇଁ ଭୁବନେଶ୍ୱରର ସହିଦ ନଗର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ମୋଟ ୩୮ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । କେବଳ ଗୋଟିଏ ନମ୍ବରରୁ ସର୍ବାଧିକ ୨୭୯ ଥର କଲ ଆସିଥିବା ଜଣାପଡିଛି ।

ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପଂଜୀକରଣ ପାଇଁ ୧୦୪ ନମ୍ବରର ବ୍ୟବସ୍ଥା କରାଯାଇଛି । ଏପରି ଏକ ଗମ୍ଭୀର ପରିସ୍ଥିତିରେ ଏହି ନମ୍ବରକୁ ଅପବ୍ୟବହାର କରି କିଛି ବ୍ୟକ୍ତି ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ହଇରାଣ କରୁଥିବା ମଙ୍ଗଳବାର ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.