Latest Odisha News

BREAKING NEWS

Browsing Tag

Odisha Fights Corona

୧୬ ତାରିଖରୁ ୩ ଜିଲ୍ଲାରେ ବଳବତ୍ତର ରହିବ ଲକଡାଉନ୍ କଟକଣା, ଏସବୁ ଜିଲ୍ଲାରେ ଅଧିକ କୋହଳ !

ଭୁବନେଶ୍ୱର: ଦିନେ ପରେ ରାଜ୍ୟରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଆଂଶିକ୍ ଲକଡାଉନ୍ । ତାପରେ ସାରା ରାଜ୍ୟ ଅନଲକ୍ ହେବ କି ? ମୁକାବିଲା ରଣନୀତି କଣ ରହିବ ? ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି । ସଂକ୍ରମଣ ହାର ଓ ଲୋକ କିଭଳି କୋଭିଡ୍ ଗାଇଡଲାଇନ୍ ମାନୁଛନ୍ତି ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ…

ଓଡ଼ିଶାର ୮ ଜିଲ୍ଲା ଖୁବଶୀଘ୍ର ହୋଇପାରେ ଅନଲକ୍, ଜାଣନ୍ତୁ କେଉଁ ଜିଲ୍ଲାରୁ ପ୍ରଥମେ ଖୋଲିବ ତାଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ଖସୁଛି ପିଜିଟିଭିଟି ରେଡ୍ । ଆଜି ରାଜ୍ୟରେ ପଜିଟିଭ୍ ହାର ୮.୭୫ ପ୍ରତିଶତ ରହିଛି । ଆଗକୁ ଆହୁରି ଖସିବ । ବର୍ତ୍ତମାନ ୧୨ଟି ଜିଲ୍ଲାରେ ପଜିଟିଭିଟି ୫ ପ୍ରତିଶତରୁ କମ୍ ରହିଛି । ସେଥିରୁ ୮ ଜିଲ୍ଲାରେ ଖୁବଶୀଘ୍ର ଅନଲକ୍ ହୋଇପାରେ । କାରଣ ସେସବୁ…

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ, ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରରଣ ୬ ହଜାର ଉପରେ ରହୁଛି । କରୋନା ଓଡ଼ିଶାରେ ପ୍ଲଟୋ ସ୍ଥିତିରେ ରହିଛି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଗତ ୫ ଦିନ ହେବ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି । ସଂକ୍ରମଣ ସଂଖ୍ୟା…

ରାଜ୍ୟ ବାହାରୁ ଫେରିଥିଲେ ପ୍ରଶାସନକୁ ଜଣାଇବା ପାଇଁ ଆହ୍ୱାନ ଦେଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଦୈନିକ ସଂକ୍ରମଣ ବଢୁଥିବାରୁ ମୁକାବିଲା ନେଇ ସରକାର ସଜାଗ ଅଛନ୍ତି । ବାହାରୁ ଫେରୁଥିବା ଲୋକଙ୍କ ଉପରେ ଏବେ ନଜର । କାହାର ଘରକୁ କିମ୍ବା ଘର ପାଖରେ କେହି ବାହାରୁ ଫେରିଥିଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ…

ରାଜ୍ୟରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀର ଧୀରେ ରାଜ୍ୟରେ କମୁଛି କରୋନା କାୟା । ଖସୁଛି ଦୈନିକ ପଜିଟିଭି କେସ୍ । ଆକ୍ଟିଭ କେସ୍ କମୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ପୁଣି ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଛନ୍ତି ଆଉ ୯୮୬ ଜଣ । କ୍ୱାରେଣ୍ଟାଇନରୁ ୫୭୨ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ମୟୂରଭଞ୍ଜ ଓ ସମ୍ୱଲପୁରରେ ବଢୁଛି କରୋନା ଡେଥ୍ କେସ୍, ଆଜି ରାଜ୍ୟରୁ ୧୩ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ କମୁଛି । କିନ୍ତୁ କମୁନି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ଆଉ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଓ ସମ୍ୱଲପୁର ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । Regret to…

କରୋନାରେ ରାଜ୍ୟରୁ ଆଉ ୧୪ ମୃତ, ମୟୂରଭଞ୍ଜରେ ବଢୁଛି ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁହାର କମ୍ ରହିଥିଲେ ବି ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଚାରେ ଆଉ ୧୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୮ ଜିଲ୍ଲାର ଆକ୍ରାନ୍ତ । ସେମାନଙ୍କ ଭିତରେ ୩ ଜଣ ମହିଳା ଓ ୧୧ ଜଣ ପୁରୁଷ ଅଛନ୍ତି ।…

କାବୁ ପାଉଛି କରୋନା: ରାଜ୍ୟରେ ୧୩ ଶହ ତଳକୁ ଖସିଲା ଦୈନିକ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା । ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି । କମୁଛି ଦୈନିକ କେସ୍ । ରାଜ୍ୟରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨ ଶହ ୪୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

କାଲି ୧୨ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, ୨୪ ଘଣ୍ଟାରେ ୧୫ ମୃତ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨ ଶହ ଛୁଇଁବ । ଗତ ୨୪ ଘଣ୍ଟାରେ ଆଉ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୮ଟି ଜିଲ୍ଲାର ସଂକ୍ରମିତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୧ ଶହ ୯୬କୁ ବୃଦ୍ଧି ପାଇଛି । Regret to…

ଓଡ଼ିଶାର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୩ ଜଣଙ୍କର ପ୍ରାଣ ନେଇଛି ମହାମାରୀ । ୭ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୬ ଜଣ ପୁରୁଷ । Regret to inform the demise of…