Latest Odisha News

BREAKING NEWS

ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ମଙ୍ଗଳବାର ସଂଧ୍ୟା ସମୟରେ ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।

ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ଅବଶ୍ୟ ଆୟତ୍ତ କରାଯାଇଛି । ଏବଂ ଏହି ଅଘଟଣରେ କୌଣସି ରୋଗୀ କିମ୍ବା ଅନ୍ୟାନ୍ୟ ଜିନିଷ କିଛି ବିଶେଷ ନଷ୍ଟ ହୋଇନି ବୋଲି ହସ୍ପିଟାଲ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.