Latest Odisha News

BREAKING NEWS

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ: ବ୍ୟାଙ୍କ ରେ ଅଗ୍ନିକାଣ୍ଡ । ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ ତିନି ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ କିଛି ଲୋକ ଫସିଥିବା ରହିଥିବା ଆଶଙ୍କା କରାଯାଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରିରହିଛି ।

ନିଆଁ ଲିଭାଇବା କାର୍ଯ୍ୟରେ ୨ ଟି ଅଗ୍ନିସମ ବିଭାଗକୁ  ନିୟୋଜିତ କରାଯାଇଛି । ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସର ତୃତୀୟ ମହଲାରେ ଥବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.