Latest Odisha News

BREAKING NEWS

ସୁଟିଂ ଆରମ୍ଭ ନ ହେଉଣୁ ଅଘଟଣ, କୁମକୁମ୍ ଭାଗ୍ୟ ସେଟ୍‌ରେ ଅଗ୍ନିକାଣ୍ଡ !

ମୁମ୍ବାଇ: କୁମ୍‌କୁମ୍ ଭାଗ୍ୟ ସୁଟିଂ ସେଟ୍‌ରେ ଲାଗିଲା ନିଆଁ । ମାତ୍ର କିଛି ଦିନ ପୂ୍‌ର୍ବରୁ ଆରମ୍ଭ ହୋଇଥିଲା ସୁଟିଂ । ପ୍ରଥମେ କରୋନା ଟେନ୍‌ସନ୍‌ ଆଉ ଏବେ ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ । ସୋସିଆଲ୍ ମିଡିଆରେ ସୁଟିଂ ସେଟ୍‌ର ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ରିପୋର୍ଟ ଅନୁଯାୟୀ ସର୍ଟ ସର୍କିଟ ଯୋଗୁଁ ସେଟ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲାବେଳେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ନିକଟରେ ଏକତା କାପୁରଙ୍କ ପ୍ରଯୋଜିତ ଏହି ଚର୍ଚ୍ଚିତ ଧାରାବାହିକରେ ଆଲିୟା ମେହେରା ଓରଫ ସିଖା ସିଂଙ୍କୁ ଜମାଇ ରାଜା ଫେମ୍ ଆକ୍ଟ୍ରେସ ରେହାନା ମଲହୋତ୍ରା ରିପ୍ଲେସ୍ କରିଥିଲେ ।

Leave A Reply

Your email address will not be published.