କଟକ : କଟକ ବଡ ମେଡିକାଲ ପରିସରରେ ଅଗ୍ନିକାଣ୍ଡ । ମେଡିକାଲ ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ୍ ସମ୍ମୁଖରେ ଏକ ଇଲେକ୍ଟ୍ରି ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରାନ୍ସଫର୍ମରଟି ହଠାତ୍ ହୁତୁ ହୁତ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକ ଆତଙ୍କିତ ହୋଇଯାଇଥିଲେ । ପରେ ଖବର ପାଇ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ ବିଭାଗର ଅବହେଳା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।
BREAKING NEWS
- ନବୀନଙ୍କ ଆରୋପ ‘ଘୋଡା ବେପାର କରୁଛି ବିଜେପି’, କଡା ଉତ୍ତର ରଖିଲେ ଜୟନାରାୟଣ
- ରାଜ୍ୟରେ ଯଦି କଂଗ୍ରେସର ସ୍ଥିତି ଏପରି ହୋଇଛି ସେଥିପାଇଁ କେବଳ ବିଜେଡି ଦାୟୀ: ସୋଫିଆ
- ଗତକାଲି ୨ ଝିଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଥିଲା ମାଆ: ଆଜି ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର
- ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି
- Surcharge: ୧୩୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ଏହି ବିମାନ ଟିକେଟ୍
- ଏହି ୩ ମହାନ ଖେଳାଳିଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଂଟ ପୁରସ୍କାର
- ଆସନ୍ତା ଦୁଇ ଦିନ ଏହି ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
- Triple Murder Accused Arrested: ଦେବଗଡ଼ ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ଘଟଣା; ଅଭିଯୁକ୍ତ ଗିରଫ
- Chapter on India Women Cricketer: ପାଠ ବହିରେ ଛାତ୍ରଛାତ୍ରୀମାନେ ପଢ଼ିବେ ଏହି ଭାରତୀୟ ମହିଳା କ୍ରିକେଟରଙ୍କ କାହାଣୀ…ପଞ୍ଚମ ଶ୍ରେଣୀ ବହିରେ ଯୋଡି ହେଲା ଅଧ୍ୟାୟ
- ଶୁଭଶ୍ରୀ ମହାରଣାଙ୍କୁ ମିଳିଲା ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର
Comments are closed.