ମୟୁରଭଞ୍ଜ : ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା । ବଜ୍ରକାପ୍ତା ଡିଲ୍ ବେଳେ ଧରାପଡିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ ବର୍ତ୍ତାମାନର ବିଜେପି ନେତା ଦିଲ୍ଲୀର ନାୟକ ।ଦେବଗଡ ବାରକୋଟା ଥାନା ଝୁମ୍ପୁରା ଜଙ୍ଗଲ ନିକଟରୁ ବଜ୍ରକାପ୍ତା ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କା ଡିଲ୍ ବେଳେ ଦିଲ୍ଲୀପ ନାଏକଙ୍କୁ ଧରିଥିଲା ପୋଲିସ । ଦିଲ୍ଲୀପଙ୍କ ନିକଟରୁ ୭ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରିଛ ପୋଲିସ ।ବିଜେପି ନେତାଙ୍କୁ ଏନେଇ ପଚରା ଉଚରା ଜାରି ରଖିଛି ପୋଲିସ ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.