ପାଟନା:ବିହାର ଚମ୍ପାରଣ ଜିଲ୍ଲାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ୫ଟି ବଡ ଦେଶଙ୍କ ସମ୍ପର୍କରେ ଆଲୋଚନା ହୋଇଥାଏ । କିଛି ବୁଝିପାରିଲେ ବୋଧେ…. ଆସନ୍ତୁ ଜାଣିବା ଏ ସମ୍ପର୍କରେ । ଏହି ଗ୍ରାମରେ ଏକ ପରିବାରର ୫ ଭାଇଙ୍କ ନାମ ତାଙ୍କ ବାପା ରୁଷ, ଜର୍ମାନୀ, ଆମେରିକା, ଆଫ୍ରିକା ଓ ଜାପାନ ରଖିଥିଲେ । ଏମାନେ ସମସ୍ତେ ଜାମଦାର ଟୋଲାରେ ରହୁଛନ୍ତି ।
ଏମାନଙ୍କ ନାମ ପଛରେ କକା ଅକୁଲ ଶର୍ମାଙ୍କ ପ୍ରଭାବ ରହିଛି । ସେ ଭାରତୀୟ ସେନାରେ ଥିଲେ । ଘରକୁ ଯେତେବେଳେ ଆସନ୍ତି ଏହି ସବୁ ଦେଶ ବିଷୟରେ ଆଲୋଚନା କରିଥାନ୍ତି । ସେ ତାଙ୍କ ପୁତୁରାଙ୍କ ନାମ ଏ ଭଳି ରଖିବା ପାଇଁ ବାଧ୍ୟ କରିଥିଲେ । ଜର୍ମାନୀ ଶର୍ମା ଓ ରୁଷ ଶର୍ମାଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ଅନ୍ୟ ୩ ଭାଇ ସୁସ୍ଥ ଅଛନ୍ତି ।
BREAKING NEWS
- ଶ୍ରୀଲଙ୍କା, ଆୟର୍ଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଖେଳିପାରେ ଟି୨୦ ସିରିଜ
- Prison Death:ଜେଲ୍ ଭିତରେ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର
- ନବୀନଙ୍କ ଆରୋପ ‘ଘୋଡା ବେପାର କରୁଛି ବିଜେପି’, କଡା ଉତ୍ତର ରଖିଲେ ଜୟନାରାୟଣ
- ରାଜ୍ୟରେ ଯଦି କଂଗ୍ରେସର ସ୍ଥିତି ଏପରି ହୋଇଛି ସେଥିପାଇଁ କେବଳ ବିଜେଡି ଦାୟୀ: ସୋଫିଆ
- ଗତକାଲି ୨ ଝିଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଥିଲା ମାଆ: ଆଜି ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର
- ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି
- Surcharge: ୧୩୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ଏହି ବିମାନ ଟିକେଟ୍
- ଏହି ୩ ମହାନ ଖେଳାଳିଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଂଟ ପୁରସ୍କାର
- ଆସନ୍ତା ଦୁଇ ଦିନ ଏହି ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
- Triple Murder Accused Arrested: ଦେବଗଡ଼ ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ଘଟଣା; ଅଭିଯୁକ୍ତ ଗିରଫ
Comments are closed.