Latest Odisha News

BREAKING NEWS

ଏସିଆ ଅଣ୍ଡର୍-୨୦ ମହିଳା ରଗବୀ ସ୍କ୍ୱାଡରେ ସ୍ଥାନ ପାଇଲେ ଓଡିଶାର ୫ ଖେଳାଳୀ

ଭୁବନେଶ୍ୱର: ଲାଓସ୍ ଭିଏଣ୍ଟିନେଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ଅଣ୍ଡର୍-୨୦ ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ମହିଳା ଟିମରେ ଓଡିଶାରୁ ପ୍ରାୟ ୫ଜଣ ଖେଳାଳୀ ସ୍ଥାନ ପାଇଛନ୍ତି ।

ଏହି ୭ ଦିନିଆ ଶୃଙ୍ଖଳା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଭାରତୀୟ ବାଳିକା ଦଳରେ ଓଡିଶାରୁ ୫ ଜଣ ଖେଳାଳୀ ଚୟନ ହୋଇଥିବାବେଳେ ଦଳର କ୍ୟାପଟେନ୍ ଭାବେ ସୁମିତ୍ରା ନାୟକ ମନୋନୀତ ହେବା ସଙ୍ଗେସଙ୍ଗେ ଓଡିଶାରୁ ରଞ୍ଜନୀ ଶବର, ସୋନୀ ମାନଡାଙ୍ଗୀ, ପାର୍ବତୀ କିସକୁ ଓ ଲିଜା ସର୍ଦ୍ଦାର ପ୍ରମୁଖ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.