Latest Odisha News

BREAKING NEWS

ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ବାଲେଶ୍ଵର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ସୋମବାର ଦିନ ଜାଲକା ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି।

ଏହାପରେ ବାଲେଶ୍ଵର ଜିଲ୍ଲାରେ ଦୁଇଟି ବ୍ଲକରେ ଆତଙ୍କ ଖେଳିଯାଇଛି।

ନଦୀର ବିପଦ ସଂକେତ ସ୍ତର ୫.୫ ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ଏଠାରେ ଜଳସ୍ତର ୬.୨୩ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଯଦି ବର୍ଷା ଲାଗି ରହେ ତେବେ ବସ୍ତା ବ୍ଲକର ୧୦ ଟି ପଞ୍ଚାୟତ ଏବଂ ସଦର ବ୍ଲକର ଦୁଇଟି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିବ।

Comments are closed.