Latest Odisha News

BREAKING NEWS

ଅଭାବ ଦୂର କରିବା ପାଇଁ ଆପଣେଇ ନିଅନ୍ତୁ ଏହି ବାସ୍ତୁ ଟିପ୍ସ

ଭୁବନେଶ୍ବର : ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି। ଯାହା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖଶାନ୍ତି ବିରାଜମାନ କରିଥାଏ ।

ଭଲ ରୋଜଗାର ସତ୍ତ୍ୱେ ଅନେକ ଲୋକଙ୍କୁ ନିୟମିତ ଭାବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ। ଘର ସଦସ୍ୟଙ୍କର ଦେହ ଅସୁସ୍ଥ ରହିଥାଏ। ଏହା ପଛରେ ଘରର ବାସ୍ତୁଦୋଷ ଥାଇପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି। ଯାହା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖଶାନ୍ତି ବିରାଜମାନ କରିଥାଏ ।

ମା’ ଲକ୍ଷ୍ମୀଙ୍କର ସ୍ୱାମୀ ହେଉଛନ୍ତି ବିଷ୍ଣୁ। ଅଶ୍ୱତତ୍ ରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଏଥିପାଇଁ ପ୍ରତ୍ୟେକ ଦିନ ଅର୍ଥାତ ପୂର୍ଣ୍ଣିମା ଦିନ ଅଶ୍ୱସ୍ତ ଗଛକୁ ପୂଜା କଲେ ଶୁଭଫଳ ମିଳିଥାଏ। ଘରେ ସୁଖଶାନ୍ତି ବିରାଜମାନ କରିଥାଏ । ପ୍ରତି ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଲାଲ ରଙ୍ଗର ଫୁଲ ଅର୍ପିତ କରନ୍ତୁ ଓ ବିଧି ଅନୁସାରେ ପୂଜାପାଠ କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଲାଲ ରଙ୍ଗର ବସ୍ତ୍ର ପକାଇ ଟଙ୍କା ପଇସା ରଖନ୍ତୁ। ଶୁଭଫଳ ମିଳିଥାଏ। ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ। ଘରେ ଓ ଦୋକାନରେ ଲାଗି ରହୁଥିବା ଅଭାବ ଅନଟନ ଦୂର ହୋଇଥାଏ।

Leave A Reply

Your email address will not be published.