Latest Odisha News

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବିସିଂହ ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ ହୋଇଛି। ଶୁକ୍ରବାର ସକାଳ ୯.୩୦ ମିନିଟ୍‌ରେ ପୁଣେରେ ୮୯ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀ ଶେଖାୱତ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ହୃଦ୍‌ଘାତ ପରେ ଗତ ଦୁଇ ଦିନ ହେଲା ଶେଖାୱତଙ୍କର ଶ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ପୁଣେର କେଇଏମ୍‌ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ସକାଳେ ୮୯ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

 

Leave A Reply

Your email address will not be published.