Latest Odisha News

BREAKING NEWS

ପୂର୍ବତନ ଓଡିଶା ସାଂସଦଙ୍କ ଦେହାନ୍ତ

ଭବାନୀପାଟଣା: ଓଡିଶାର ପୂର୍ବତନ ରାଜ୍ୟସଭା ସଦସ୍ୟ ବସନ୍ତ ଦାସଙ୍କର ବୁଧବାର ଦିନ ସ୍ଥାନୀୟ ବାହାଦୂର ବଗିଚାସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲେ।

ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ ସ୍ବର୍ଗତଃ ଦାସ ୧୯୯୦ ମସିହାରୁ ୧୯୯୬ ପର୍ଯ୍ୟନ୍ତ ରାଜ୍ୟସଭାରେ ଜନତା ଦଳକୁ ପ୍ରତିନିଧିତ୍ୱ କରିଥିଲେ। ଏହାବ୍ୟତୀତ  ସେ ୧୯୮୫ ରୁ ୧୯୯୦ ଯାଏଁ ଭବାନୀପାଟଣା ପୌରପାଳିକା ର ସଭାପତି ମଧ୍ୟ ଥିଲେ।

Comments are closed.