Latest Odisha News

BREAKING NEWS

ବିହାରରେ ସମସ୍ତଙ୍କୁ ଦିଆଯିବ ମାଗଣା କରୋନା ଟିକା; ସିଏମ୍‌ ନୀତୀଶ କୁମାର

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଘୋଷଣା କରିଛନ୍ତି ଯେ ସମଗ୍ର ବିହାର ରାଜ୍ୟକୁ ବିନା ମୂଲ୍ୟରେ କରୋନାଭାଇରସ ବିରୋଧରେ ଟିକାକରଣ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଟିକା ଘରୋଇ ଡାକ୍ତରଖାନାରେ ମଧ୍ୟ ମାଗଣାରେ ଉପଲବ୍ଧ ହେବ। ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପାଟନାରେ ପ୍ରଥମ କରୋନା ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଦିଲ୍ଲୀର AIIMS ଠାରେ କରୋନା ଟିକା ଗ୍ରହଣ କରିଛନ୍ତି।

Comments are closed.