ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ରାଜ୍ୟକୁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିୟମ ସ୍ୱାସ୍ଥକର୍ମୀଙ୍କ ଉପରେ ଲାଗୁ କରାଯିବ ନାହିଁ । ସେମାନେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିପାରିବେ । ଏନେଇ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଡିଜିପି ।
ଲକ୍ ଡାଉନ ବେଳେ ଡାକ୍ତର ଓ ନର୍ସଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସେମାନେ ମୁକ୍ତ ଭାବେ ଚଲାବୁଲା କରିପାରିବେ ।
BREAKING NEWS
- PUCC ପାଇଁ ଜାନୁଆରୀ ୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍
- ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି
- ଆତଙ୍କବାଦ ବିରୋଧରେ ଭାରତ ନିଜକୁ କିପରି ରକ୍ଷା କରିବ ତାହା କେହି କହିପାରିବେ ନାହିଁ: ଜୟଶଙ୍କର
- Baloch hLetter From Pakistan: ପାକିସ୍ତାନ ଭିତରୁ ଆସିଲା ଭାରତକୁ ଚିଠି, ପାକକୁ ନିନ୍ଦା…ଅପରେସନ ସିନ୍ଦୂରକୁ ପ୍ରଶଂସା କରି ଲେଖିଲେ…
- The Wolf Supermoon: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଦୃଶ୍ୟମାନ ହେବ ବର୍ଷର ପ୍ରଥମ ଉଲ୍ଫ ସୁପରମୁନ୍
- Lok Seva Bhavan: ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
- ଅଭିଯୋଗ ପରେ ହଟିଲା ଅଶୋକ ସ୍ତମ୍ଭକୁ ଘେରି ରହିଥିବା ରାଜନୈତିକ ବ୍ୟାନର
- ମାତିଛନ୍ତି ଲୁଟେରା, ଏଟିଏମ୍ ତାଡି ଅଟୋରେ ନେଇଗଲେ
- ଶୁଅର୍ଡ ମରୀନ ହେଲେ ଭାରତୀୟ ହକି ଟିମର କୋଚ
- ଇନ୍ଦୋର ଦୂଷିତ ପାଣି ଟ୍ରାଜେଡି: ପାନୀୟ ଜଳରେ ମଳ ଓ ମୂତ୍ର
Comments are closed.