ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ରାଜ୍ୟକୁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିୟମ ସ୍ୱାସ୍ଥକର୍ମୀଙ୍କ ଉପରେ ଲାଗୁ କରାଯିବ ନାହିଁ । ସେମାନେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିପାରିବେ । ଏନେଇ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଡିଜିପି ।ଲକ୍ ଡାଉନ ବେଳେ ଡାକ୍ତର ଓ ନର୍ସଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସେମାନେ ମୁକ୍ତ ଭାବେ ଚଲାବୁଲା କରିପାରିବେ ।
BREAKING NEWS
- ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଅସୁସ୍ଥ
- ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ
- ପାକିସ୍ତାନରେ ହୋଇ ନ ପାରେ ଚାମ୍ପିୟନ୍ସ ଟ୍ରଫି
- ଆସିବ କି ପୁଷ୍ପା ୩! ବଡ଼ ଖୁଲାସା କଲେ ଅଭିନେତ୍ରୀ
- ନୂଆବର୍ଷ ଭେଟି, ଆକାଶମାର୍ଗରେ ନୂଆ ସ୍ଥାନକୁ ଯୋଡି ହେବ ଭୁବନେଶ୍ବର
- ଭୀମସାରରେ ନବଜାତକ ଚୋରି ଘଟଣା, ସୂଚନା ଦେଲେ ମିଳିବ ୫ ହଜାର
- ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ
- ଚଢାଉ ବେଳେ ଇଡି ଉପରେ ଆକ୍ରମଣ, ଅଧିକାରୀ ଆହତ
- ବିହାରର ଏହି ଗ୍ରାମରେ କେହି ଖାଆନ୍ତି ନାହିଁ ଆମିଷ
- ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ଆସିୱା ଧମକପୂର୍ଣ୍ଣ କଲ୍
Comments are closed.