Latest Odisha News

BREAKING NEWS

ଟିକାକରଣ ଲାଗି ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ; କଟକ

କଟକ: କଟକରେ କରୋନା ଟିକାକରଣ ଲାଗି ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। କୋଭିଶିଲ୍ଡ ଟିକା ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଶୁକ୍ରବାର ସନ୍ଧ୍ୟା ୬ ଟାରୁ ଖୋଲା ହେବ ବୋଲି କଟକ ମ୍ୟୁନିସିପାଲ କର୍ପୋରେସନ୍ (ସିଏମସି) ସୂଚନା ଦେଇଛି।

ଏହି ସ୍ଲଟ୍‌ ବୁକିଂ ଜୁନ୍ ୧୨ ପାଇଁ ଆରମ୍ଭ ହୋଇଛି। ଉଭୟ ୧୮ରୁ ୪୪ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଟିକାକରଣ ପାଇଁ ସ୍ଲଟ୍‌ ବୁକ୍‌ କରିପାରିବେ।

Comments are closed.