‘ନମସ୍ତେ ଟ୍ରମ୍ପ’ରେ କମ୍ପିଲା ମୋଟେରା ଷ୍ଟାଡିୟମ
ଗୁଜରାଟ: ଲକ୍ଷଧିକ ଲୋକଙ୍କ ମଧ୍ୟରେ ‘ନମସ୍ତେ ଟ୍ରମ୍ପ’ରେ କମ୍ପି ଉଠିଲା ମୋଟେରା ଷ୍ଟାଡିୟମ୍ । ରୋଡ୍ ଶୋ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଅହମ୍ମଦାବାଦ ସ୍ଥିତ ମୋଟେରେ ଷ୍ଟାଡିୟମ୍ରେ ପହଂଚିଥିଲେ । ପରେ ମୋଦୀ…