ଫିଲ୍ମ ଫେୟାରରେ ଓଡ଼ିଶାର ‘ନୱାବ’; ପୁରସ୍କୃତ ହେବ ଦୟାନିଧିଙ୍କ ସର୍ଟ ମୁଭି
ମୁମ୍ବାଇ: ଫିଲ୍ମ ଫେୟାର ପୁରସ୍କାର ପାଇବ ଓଡ଼ିଶାର ‘ନୱାବ’ । ଓଡ଼ିଆ ପୁଅ ଦୟାନିଧି ଦହିମାଙ୍କ ନିର୍ମିତ ସର୍ଟ ଫିଲ୍ମ ‘ନୱାବ’ ଚଳିତ ବର୍ଷ ୨୦୨୦ ଫିଲ୍ମଫେୟାର ସର୍ଟ ଫିଲ୍ମ ଆୱାର୍ଡ ପାଇଁ ମନୋନିତ ହୋଇଛି ।
ବେ ପୁରସ୍କାର ପାଇଁ ସିନେମା ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନେକ କ୍ଷୁଦ୍ର…