ବିଜ୍ଞାନ ମେଳାରେ ଜଳସଂରକ୍ଷଣ ବାର୍ତ୍ତା ପ୍ରଦର୍ଶନ
ଭୁବନେଶ୍ୱର: ଜଳ ସଂରକ୍ଷଣ ପାଇଁ ଉଦ୍ୟମ ନକଲେ ଆଗାମୀ ଦିନରେ ଜଳ ସମସ୍ୟା ଦେଖା ଦେବ । ଏଥିପାଇଁ ଏବେଠୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ରାଜଧାନୀରେ ଅନୁଷ୍ଠିତ ଏକ ବିଜ୍ଞାନ ମେଳାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ସ୍ଥାନୀୟ କପିଳେଶ୍ୱର ସ୍ଥିତ ବିଦ୍ୟାସାଗର ବିଦ୍ୟାପୀଠରେ ଅନୁଷ୍ଠିତ…