Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ବରଗଡ ଜିଲ୍ଲାର ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶନିବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ମିଳିଥିବା ସୂଚନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୧୧-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୬ରିଖ ଶନିବାର ତୁଳା ୩୦ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ…

୪ର୍ଥ ଦିନରେ ଐତିହାସିକ କଟକ ବାଲିଯାତ୍ରା, ଆକୃଷ୍ଟ କରୁଛି କାଶ୍ମିରୀ ସାଲ୍…..

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ୪ର୍ଥ ଦିନ। ଐତିହାସିକ  ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଚଳିତ ବର୍ଷ ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । ଖାଦ୍ୟ ତଥା…

ଶିବସେନା ଓ କଂଗ୍ରେସ ସହଯୋଗରେ ସରକାର ଗଢିବାକୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୃଢୋକ୍ତି

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ଏବେବି ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଛି ।ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ପରି ନାହିଁନ୍ତି । ସମସ୍ତ ଦଳକୁ ରାଜ୍ୟପାଳ ନୂଆ ସରକାର ଗଠନ କରିବାକୁ ଡକାଇଥିଲ ମଧ୍ୟ ସମସ୍ତ ଦଳ ନିଜ…

ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସଭା ଭବନରେ ଲେଖକ ବିଶ୍ବ ମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କରିଛନ୍ତି। ଏହି ପୁସ୍ତକ ସ୍କୁଲ୍‌ ଓ କଳେଜରେ ପାଠ ପଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ…

ବାତ୍ୟା ‘ବୁଲବୁଲ୍’ କ୍ଷୟକ୍ଷତି ସମ୍ପର୍କୀତ ଦାବି ଆସନ୍ତା ସପ୍ତାହରେ କେନ୍ଦ୍ରକୁ ରାଜ୍ୟ ସରକାର ଜଣାଇବେ: ଏସଆରସି

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଓଡ଼ିଶା ସରକାର କେନ୍ଦ୍ରକୁ ବାତ୍ୟା ବୁଲବୁଲ୍ କ୍ଷୟକ୍ଷତି ସମ୍ପର୍କରେ ଦାବି ଉପସ୍ଥାପନ କରିବେ । ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ନିମନ୍ତେ କେନ୍ଦ୍ରୀୟ ଟିମର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ସୂଚନାଦେଇ ଶୁକ୍ରବାର ଦିନ ରାଜ୍ୟ ସ୍ୱତନ୍ତ୍ର…

ରାଜ୍ୟରେ ନକଲି ଡାକ୍ତର ନଥିବା କହିହେବ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ନକଲି ଡାକ୍ତର ଥିବା ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ରାଉଲକେଲାରୁ ଏକ ନକଲି ଡାକ୍ତର ଗିରଫ ଘଟଣାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, "ମୁଁ ଏହା କହୁନାହିଁ କି ଓଡ଼ିଶାରେ ନକଲି ଡାକ୍ତର…

ଓଡିଶା ପୋଲିସରେ ଯୋଗ ଦେଲେ ୩ ଆଇପିଏସ ଅଧିକାରୀ

ଭୁବନେଶ୍ୱର: ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଓ ଡେରାଡୁନଠାରେ ପ୍ରଶିକ୍ଷଣ ଲାଭ କରିବା ପରେ ଓଡ଼ିଶା ପୋଲିସରେ ଯୋଗ ଦେଇଛନ୍ତି ୨୦୦୮ବ୍ୟାଚର ୩ ଜଣ ଆଇପିଏସ ଅଧିକାରୀ । ଓଡିଶା କ୍ୟାଡ଼ରର ଏହି ତିନି ଆଇପିଏସ ଅଧିକାରୀ ମାନେ ହେଉଛନ୍ତି ଏସ ସୁଶୀରି (କେରଳ), ନିତେଶ ୱାଧବାନୀ…

ପୋଷା ଶୁଆର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ସହ ବ୍ରାହ୍ମଣ ଭୋଜନ କରାଇଲେ ମାଲିକ !

ଭୁବନେଶ୍ୱର: ପରିବାରର କୌଣସି ସଦସ୍ୟ ଆରପାରିକୁ ଚାଲିଗଲେ କୋହ କଷ୍ଟରେ ଛାତି ଫାଟି ପଡେ । ଆତ୍ମୀୟ ସ୍ଵଜନଙ୍କ ପରଲୋକରେ ମ୍ରିୟମାଣ ହୋଇଯାଆନ୍ତି ବନ୍ଧୁ ପରିଜନ। ଉମରକୋଟ ଅଞ୍ଚଳର ଯୁବ ଆଇନଜୀବୀ ରାମ ନାୟକଙ୍କ ଘରେ ମଧ୍ୟ ଆଜି ଶୋକକୁଳ ପରିବେଶ । ପରିବାରର ପ୍ରିୟ ସଦସ୍ୟଙ୍କୁ ହରାଇ ଭାଙ୍ଗି…