ନିଆଁରେ ବର୍ଣ୍ଣବୋଧ: ଫେସବୁକରେ ତାତି
ଯେତେବେଳେ ଦୀର୍ଘ ବର୍ଷର ଦାବି, ଆନ୍ଦୋଳନ, ବାକ୍ବିତଣ୍ଡା, ଅନଶନ, କଳାପତାକା ଅଭିଯାନ ଓ ପ୍ରତୀକ୍ଷା ପରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଓଡ଼ିଆ ଭାଷାର ସରକାରୀ-ବ୍ୟବହାର ଆଇନ୍ ଉପରେ ମୋହର ମାରୁଛନ୍ତି, ଠିକ୍ ସେତିକିବେଳେ ଓଡ଼ିଆ ଭାଷା-ସାହିତ୍ୟର ଆଦି-ବେଦ ଭାବେ ପରିଚିତ ‘ଛବିଳ ମଧୁ…