ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ଗଜପତିଙ୍କ ପାଖରେ ରହେନି: ଗଜପତି ମହାରାଜା ଦିବ୍ୟସିଂହ ଦେବ
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ଏବେ ବିଦେଶ ଗସ୍ତରେ ରହିଥିବା ଗଜପତି ମହାରାଜା ଏକ ପ୍ରେସ ବିଜ୍ଞପ୍ତିରେ ଚାବି ହଜିବା ନେଇ…