କାର୍ଯ୍ୟକାରି ହେବ ‘ଆଦର୍ଶ ସୌର ଗ୍ରାମ: ମୁକ୍ତ ବିଜୁଳି ଯୋଜନା’: ମିଳିବ ୧ କୋଟି ଟଙ୍କାର ଆର୍ଥିକ ସହାୟତା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ପ୍ରକାଶ ପାଇଛି। 'ଆଦର୍ଶ ସୌର ଗ୍ରାମ' ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ହେବ । ସୌର ଶକ୍ତି…