Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଖେଳର ଉଲଗ୍ନକାଳ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୯ ଖେଳର ନାଆଁ ଅଲମ୍ପିକ। ଆଉ ଏହି ଖେଳଟିର ଆଦ୍ୟକାଳଟି ଥିଲା ସମ୍ପୂର୍ଣ୍ଣ ନିର୍ବସ୍ତ୍ରର ସମୟ। ଅର୍ଥାତ୍ ସେହି ସମୟରେ ଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀଙ୍କ ଦେହରେ ସାମାନ୍ୟ ସୂତା ଖଣ୍ଡିଏ ବି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୪)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଖାଁ.. ଖାଁ ଖାଇଗୋଡ଼ାଉଥିଲା ତାଙ୍କର ଘର ଅଗଣା, ବାଡ଼ି-ଖଳାବାଡ଼ି, ଘସିଭାଡ଼ି, ପୋଖରୀତୁଠ, କୂଅମୂଳ ସବୁ କୋଣ ଅନୁକୋଣ । କେଜାଣି କେଉଁଟି ତାଙ୍କୁ ଶାନ୍ତି ଲାଗୁନଥିଲା । ଈଶ୍ୱର ବୋଉ ଚୁପ୍‌ଚାପ ବସିଥିଲା ଦୋକଡ଼ିରେ । ଦୋକଡ଼ିର କୋଣକୁ…

ନମାଜ ପାଠ ବେଳେ ଇସ୍ରାଏଲର ରକେଟ ମାଡ, ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡିଲା ୧୦୦ ମୃତଦେହ

ଗାଜା: ଗାଜାର ଦାରାଜ ସହରରେ ଶନିବାର ଇସ୍ରାଏଲ ସେନା ଏକ ସ୍କୁଲ ଉପରେ ସାଙ୍ଘାତିକ ଆକ୍ରମଣ କରିଛି। ଏଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏଥିରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା, ପିଲା ଏବଂ ବରିଷ୍ଠ ନାଗରିକ ଅଛନ୍ତି। ପାଲେଷ୍ଟାଇନ ନ୍ୟୁଜ ଏଜେନ୍ସି ସୂଚନା…

ଭିନେଶଙ୍କ ଆବେଦନର ଶୁଣାଣୀ ପୂନର୍ବାର ଘୁଂଚିଲା

ପ୍ୟାରିସ: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଟ୍ରେଶନ ନିକଟରେ କରିଥିବା ଆବେଦନର ଶୁଣାଣୀ ତାରିଖ ପୂନର୍ବାର ଘୁଂଚାଇଛି । ଏବେ ୧୧ ଅଗଷ୍ଟ ରାତି ୯ଟା୩୦ରେ ଏହାର ଶୁଣାଣୀ କରାଯିବ । ୫୦ କିଗ୍ରା ଫ୍ରିଷ୍ଟାଇଲ ରେସଲିଂର ଫାଇନାଲ ପୂର୍ବରୁ ଭିନେଶଙ୍କ ଓଜନ ଆବଶ୍ୟକଠାରୁ ୧୦୦ ଗ୍ରାମ…

ରେସଲିଂରେ ସ୍ୱର୍ଣ୍ଣ ଜିତିବା ପରେ ଭିନେଶଙ୍କୁ ସମର୍ଥନ କଲେ ହିଗୁଚି ରେଇ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ କୁସ୍ତିରେ ଗତ ଥର ଭଳି ସଫଳତା ମିଳିନି । ଟୋକିଓ ଗେମ୍ସରେ ରବି ଦାହିୟା(ରୌପ୍ୟ), ବଜରଙ୍ଗ ପୁନିଆ (ବ୍ରୋଞ୍ଜ) ପଦକ ହାସଲ କରିଥିଲେ । ଏଥର ଏ ପର୍ଯ୍ୟନ୍ତ କେବଳ ଅମନ ସହରାୱତ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ…

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ବହୁ ଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’ ପାଇଁ ଓଡିଶା ସରକାର ଜାରି କରିବ ଏସଓପି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଣମାଧ୍ୟମକୁ…

ରାହୁଲଙ୍କ ବଡ ବୟାନ, କୋଚ୍ ଭାବେ ସବୁଠୁ ଖରାପ ସମୟ ଥିଲା କୋହଲି… 

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ୍ ଇଣ୍ଡିଆ ତିନିଥର ଆଇସିସି ଟ୍ରଫିର ଫାଇନାଲରେ ପ୍ରବେଶ କରିଛି।…

ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଏବେ ଓଡ଼ିଶାରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର। ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ଭିତରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ…

ସ୍ୱର୍ଣ୍ଣ ପଦକ ଜିତିବା ପରେ ଇମାନେ ଖେଲୀଫ କହିଲେ, ମୁଁ ଜନ୍ମରୁ ମହିଳା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଆଲଜେରିଆର ମହିଳା ବକ୍ସର ଇମାନେ ଖେଳୀଫଙ୍କୁ ନେଇ ବିବାଦ ଉପୁଜିଥିଲା । ଗତ ବର୍ଷ ଲୈଙ୍ଗିକ ଯାଂଚରେ ବିଫଳ ହୋଇଥିଲେ ମଧ୍ୟ ଏଥର ତାଙ୍କୁ ଅଲିମ୍ପିକ୍ସରେ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା । ଏବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଁ ଜନ୍ମରୁ ମହିଳା…

ବଜ୍ରାଘାତରେ ଚାଲିଗଲା ୩ ଜୀବନ, ଜଣେ ଆହତ

ଭୁବନେଶ୍ୱର: ବାଲେଶ୍ୱର ଓ କଟକ ଜିଲ୍ଲାରେ ଶନିବାର ଦୁଇଟି ଭିନ୍ନ ଭିନ୍ନ ବଜ୍ରପାତରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲାର ସୋରୋ ଥାନା ଅନ୍ତର୍ଗତ ରାଇପିତାମ୍ବର ଗ୍ରାମରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ…