Latest Odisha News

BREAKING NEWS

ଅନଲାଇନରେ ବିକ୍ରୀ ହେଉଛି ଟ୍ରମ୍ପଙ୍କୁ ଗୁଳିମାଡ଼ ବେଳର ଫଟୋ ଥିବା ଟି-ସାର୍ଟ

ପେନସିଲଭାନିଆ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେନସିଲଭାନିଆରେ ଆଜି ଆକ୍ରମଣ କରାଯାଇଥିଲା।ଆକ୍ରମଣ ପରେ ଟ୍ରମ୍ପ ହାତମୁଠା ଦେଖାଉଥିବା ଫଟୋ ବେଶ ଲୋକପ୍ରିୟ ହୋଇଯାଇଛି। ଆଉ ଯାହାର ଫାଇଦା ଉଠାଇଛି ଚୀନ। ଚୀନ କମ୍ପାନି ଗୁଡିକ ଟ୍ରମ୍ପଙ୍କ ସେହି ହାତମୁଠା ଥିବା ଫଟୋକୁ…

ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ: ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ: ଆଜି ବହୁ ପ୍ରତିକ୍ଷୀତ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଏସଓପି ମୁତାବକ ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲେ ଅଧିକୃତ ସଦସ୍ୟମାନେ । ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା। ହେଲେ ଭିତର ରତ୍ନଭଣ୍ଡାର ଖୋଲାଯାଇନି। ଆଉ ଦିନେ ଦିନ ଧାର୍ଯ୍ୟ କରି ରତ୍ନଭଣ୍ଡାର ଖୋଲାଯିବ…

ପାକିସ୍ତାନ ଉପରେ ଲାଇଭ୍ ସୋ’ରେ ବର୍ଷିଲେ ହରଭଜନ

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ହରଭଜନ ସିଂଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ହରଭଜନ ସିଂ ପାକିସ୍ତାନର ଲାଇଭ୍ ସୋ’ରେ ଜୋରଦାର…

ପୂର୍ବତନ ଖେଳାଳିଙ୍କ ଉଦ୍ୟମ ଯୋଗୁ ଗାଏକ୍ୱାଡଙ୍କୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବ ଖେଳାଳି ଓ ଟିମ ଇଣ୍ଡିଆର ପୂର୍ବତନ କୋଚ ଅଂଶୁମାନ ଗାଏକ୍ୱାଡଙ୍କୁ ଶେଷରେ ଆର୍ଥୀକ ସହାୟତା ବିସିସିଆଇ ଯୋଗାଇଛି । ଗାଏକ୍ୱାଡ ଦୀର୍ଘ ଦିନ ହେବ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ସହଯୋଗ କରିବା…

ଗୋଟିଏ ରାତିରେ ୧୫ଟି ଘରୁ ଚୋରି, ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟ୍

ସୁନ୍ଦରଗଡ଼: ଗୋଟିଏ ରାତିରେ ୧୫ଟି ଘରୁ ଚୋରି। ରାତାରାତି ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟି ନେଲେ ଲୁଟେରା। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ। ଏହି କଲୋନୀରେ ହୋଇଛି ବଡ଼ ଧରଣର ଚୋରି। ଗୋଟିଏ ରାତିରେ କଲୋନୀର ୧୫ଟି ଘରୁ ପାଖାପାଖି ୪୦…

ରତ୍ନଭଣ୍ଡାର ଖୋଲିବା ପରେ ବଡ ବୟାନ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ୪୬ ବର୍ଷ ପରେ ପୁଣି ସେହି ଐତିହାସିକ ଦିନ । ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ରତ୍ନଭଣ୍ଡାର ଭିତର ତଦାରଖ କରି ରତ୍ନ ସିଫ୍ଟ କରିଛନ୍ତି ନିୟୋଜିତ ୧୧ ଜଣିଆ ସଦସ୍ୟ । ତେବେ ଏହା ପରେ ରତ୍ନଭଣ୍ଡାର ବାହାରକୁ ଆସିବା ପରେ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ…

ଅଲିମ୍ପିକ୍ସର ଫ୍ରେଞ୍ଚ କନେକସନ

ନୂଆଦିଲ୍ଲୀ: ଅଲିମ୍ପିକ କ୍ରୀଡା ହେଉଛି ଗ୍ରୀସର ଅବଦାନ । ପ୍ରାଚୀନ ଗ୍ରୀସ ଥିଲା ଅଲିମ୍ପିକ କ୍ରୀଡାର ଉତ୍ପତ୍ତି ସ୍ଥଳ । କିନ୍ତୁ ଜଣେ ଫରାସୀ ଭଦ୍ରଲୋକ ଯଦି ଉଦ୍ୟମ କରିନଥାନ୍ତେ, ତାହା ହେଲେ ଅଲିମ୍ପିକ କ୍ରୀଡା ହୁଏତ ଇତିହାସ ପୃଷ୍ଠାରେ ହିଁ ରହିଯାଆନ୍ତା। ଅଲିମ୍ପିକ କ୍ରୀଡା ପୁନଃ ଆରମ୍ଭ…

ମଣିପୁର ହିଂସା: ପାଟ୍ରୋଲିଂ ବେଳେ ପୋଲିସ ସହ ସିଆରପିଏଫଙ୍କ ଉପରେ ଆକ୍ରମଣ, ଜଣେ ଯବାନ ସହିଦ

ଇମଫାଲ: ମଣିପୁରରୁ ପୁଣି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ଆଶ୍ଚର୍ଯ୍ୟ କରିଛି। ମଣିପୁର ହିଂସାରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ସନ୍ଦିଗ୍ଧ ଉଗ୍ରବାଦୀମାନେ ମଣିପୁରର ଜିରିବାମରେ ସିଆରପିଏଫ୍ ଏବଂ ରାଜ୍ୟ ପୋଲିସର ମିଳିତ ଟିମ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍…

ଅନନ୍ତ ଅମ୍ବାନିଙ୍କ ବାହାଘର; ଅତିଥିଙ୍କୁ ମିଳିଲା ୧.୫ କୋଟିର ଉପହାର

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ଗତ ଜୁନ ୧୨ରେ ଧୁମଧାମରେ ସମ୍ପନ୍ନ ହୋଇଯାଇଛି। ଜୁଲାଇ ୧୪ ଅର୍ଥାତ୍ ଆଜି ମୁମ୍ବାଇରେ ଏକ ରିସେପ୍‌ସନ୍ ପାର୍ଟିର ଆୟୋଜନ କରୁଛନ୍ତି। ତେବେ ଏହି ଗ୍ରାଣ୍ଡ…

ବିସିସିଆଇ ସହ ଗୌତମଙ୍କ ‘ଗମ୍ଭୀର’ ସମସ୍ୟା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ମହଲରେ ଗୌତମ ଗମ୍ଭୀର ଟିକେ ଅଲଗା ମିଜାଜର ବ୍ୟକ୍ତି । ଲଢୁଆ ଓ ସ୍ପଷ୍ଟବାଦୀ । ଭାରତର ଏହି ପୂର୍ବତନ ଟେଷ୍ଟ କ୍ରିକେଟର ଜଣକ ଏବେ ଟିମ୍ ଇଣ୍ଡିଆ ହେଡ୍ କୋଚ୍ । ଗମ୍ଭୀର ଟିମ୍ ଇଣ୍ଡିଆ ନୂଆ କୋଚ୍ ଘୋଷିତ ହେଲା ପରେ ଦଳର ସପୋର୍ଟ ଷ୍ଟାଫ୍ ନେଇ ସେ ଦେଇଥିବା…