ବେଙ୍ଗାଲୁରୁର ଆଗରା ଜଗନ୍ନାଥ ମନ୍ଦିରର ରଥଯାତ୍ରା
ବେଙ୍ଗାଲୁରୁ :
ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୂତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ସାମ୍ନାର ଥିବା ସୁନ୍ଦର ସୁଶୋଭିତ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତମାନଙ୍କ ଦ୍ୱାରା ଭଜନ,…