Latest Odisha News

BREAKING NEWS

ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ କର୍ମଚାରୀ ଗିରଫ

ଭୁବନେଶ୍ବର: ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ ବାହିନୀ କର୍ମଚାରୀ ଗିରଫ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ ଜିତୁ ରଞ୍ଜନ ଦାସ୍ । ଜିତୁଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କଲା ପାହାଳ ଥାନା ପୋଲିସ । ସୂଚନା ଅନୁସାରେ, ସୋସିଆଲ ମିଡ଼ିଆରେ…

ହ୍ରିତିକଙ୍କ ପରେ ସୁଜୈନ ଖାଁ ଖୋଜି ନେଲେ ନୂଆ ପ୍ରେମିକ

ମୁମ୍ବାଇ: ହ୍ରିତିକ ରୋଶନ ଓ ସୁଜୈନ ଖାଁଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ୧୭ ବର୍ଷ ଏକତ୍ର ରହିବା ପରେ ଉଭୟ ଶେଷରେ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ । ଛାଡପତ୍ର ପରେ ଉଭୟ ସେମାନଙ୍କ ଜୀବନରେ ଆଗକୁ ବଢ଼ିବାରେ ଲାଗିଛନ୍ତି । ହ୍ରିତିକ ଏବେ ସବା ଆଜାଦଙ୍କ…

ଓଡିଶାକୁ ଆସିବେ ୫ ମହାବଳ ବାଘ

ଭୁବନେଶ୍ଵର: ଓଡିଶାକୁ ଆସିବେ ୫ ମହାବଳ ବାଘ। ଡେବ୍ରିଗଡ ଅଭୟାରଣ୍ୟ ପାଇଁ ୩ଟି ଓ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ଅଣାଯିବ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ ପାଇଁ ଏବଂ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ବାଘ ଆସିବେ। ଏନେଇ ବନ ବିଭାଗ ପକ୍ଷରୁ ସୂଚନା…

ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪…

ବିହାରରେ ଅଜବ ଘଟଣା, ଯୁବକଙ୍କ କାମୁଡାରେ ସାପ ମୃତ

ପାଟଣା: ବିହାରରେ ଘଟିଛି ଅଜବ ଘଟଣା। ଯୁବକଙ୍କ କାମୁଡାରେ ସାପର ମୃତ୍ୟୁ ଘଟିଛି। ବିହାରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘଟାଇଛନ୍ତି ଅଜବ କାଣ୍ଡ। ରେଳ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ନାଁ ସନ୍ତୋଷ ଲୋହର। ବିହାରର ନାଭଡାରେ ରହୁଥିବା ସନ୍ତୋଷ ଲୋହାର…

ଅପରାଜିତା ଓ ସମ୍ବିତଙ୍କୁ ବଡ ଦାୟିତ୍ଵ, ଓଡିଶାର ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ କେରଳର ପ୍ରଭାରୀ ନିଯୁକ୍ତ…

ଗୁରୁଶିଷ୍ୟଙ୍କ ଅନନ୍ୟ ଏ ସମ୍ପର୍କ; ଶିକ୍ଷକଙ୍କ ବଦଳି ପରେ କିଛି ଏମିତି କଲେ ଛାତ୍ରଛାତ୍ରୀ……..

ମଞ୍ଚେରିଆ: ଆମେ ଅନେକ ଥର ଗୁରୁ ଶିଷ୍ୟଙ୍କର କାହାଣୀ ଶୁଣିଛେ । ଅନେକ ଫିଲ୍ମ ବି ଦେଖିଛେ । ଯାହା ହୃଦୟସ୍ପର୍ଶୀ ଅଟେ । ତେବେ ପୂର୍ବକାଳେ ଗୁରୁ ଶିଷ୍ୟଙ୍କର ଏକ ନିବିଡ ସଂପର୍କ ଥିଲା । ତାହା ଦ୍ରୋଣ- ଏକଲବ୍ୟଙ୍କର ହେଉ କି ଦ୍ରୋଣ ଅର୍ଜୁନଙ୍କର ତାହା ବାସ୍ତବରେ ହୃଦୟସ୍ପର୍ଶୀ ଥିଲା ।…

ଓଲଟିଲା ବସ୍, ୧୨ ପର୍ଯ୍ୟଟକ ଆହତ

ବ୍ରହ୍ମପୁର: ଗଞ୍ଜାମରେ ଶୁକ୍ରବାର ଦିନ ଏକ ଗାଡିର ବ୍ରେକ୍ ଫେଲ୍ ହେବା ଯୋଗୁଁ ୧୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସୂଚନାନୁସାରେ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପର୍ଯ୍ୟଟକମାନେ ଏକ ମିନି ବସ୍‌ ଯୋଗେ ବ୍ରହ୍ମପୁର ବୁଲି ଆସିଥିଲେ। ସେମାନେ ପ୍ରଥମେ ଖୁଣ୍ଟେଶ୍ୱରୀ ମନ୍ଦିର ଏବଂ ପରେ…

୧୬ ଟଙ୍କାର ବ୍ୟାଗ୍ ପାଇଁ ଭରିବେ ୩୩ ହଜାର ଟଙ୍କାର ଜୋରିମାନା

ବଲାଙ୍ଗୀର: ବାଲାଙ୍ଗୀରର‌େ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି। ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ…

ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମସ, ଅଧିକ ଦିନ ରହିଲେ ବିପଦ

ଭୁବନେଶ୍ବର: ମହାକାଶକୁ ଯାତ୍ରା କରିଥିବା ମହାକାଶଚାରୀ ସୁନୀତା ୱିଲିୟମସ ଓ ବ୍ୟାରୀ ୱିଲମୋର ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସରେ ଫସି ରହିଛନ୍ତି । ସେମାନଙ୍କର ପୃଥିବୀକୁ ଫେରିବା ବିଳମ୍ବିତ ହୋଇଛି । ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବା ସହ ୱିଲିୟମସ ଓ ୱିଲମୋରଙ୍କ ସ୍ୱାସ୍ଥ୍ୟ ନେଇ…