Latest Odisha News

BREAKING NEWS

ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ

ଭୁବନେଶ୍ୱର: ଆଜି ନବୀନ ନିବାସରେ ସଂସଦୀୟ ଦଳର ବୈଠକ ବସିଥିଲା। ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟସଭାରେ ଦଳର ଆଭିମୁଖ୍ୟକୁ ନେଇ ବୈଠକ ହୋଇଥିଲା। ଏହି ସମୟରେ ଦଳର ସୁପ୍ରିମୋ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଗୃହରେ ବିରୋଧୀ…

ଏବେ ବି ଭାରତ ସେମିରୁ ବିଦା ହେବା ଭୟ ରହିଛି

ସେଂଟ ଲୁସିଆ: ଚଳିତ ଟି୨୦ ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛି । ସେମିଫାଇନାଲରେ ପ୍ରବେଶ ପାଇଁ ଭାରତ ତାର ଶେଷ ସୁପର ଏଇଟରେ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ପଡିବ । ଭାରତ ସ୍ଥିତି ଭଲ ଥିଲେ ମଧ୍ୟ ଏବେ ବି ଭାରତର ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇନି । ଏପରିକି…

୧୦ ବର୍ଷ ପରେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା, ଆୟୋଜକ ଟିମ ନିରାଶ

ଆଂଟିଗୁଆ: ଦକ୍ଷିଣ ଆଫ୍ରିକା ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଆୟୋଜକ ୱେଷ୍ଟଇଣ୍ଡିଜକୁ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ପରାସ୍ତ କରିଛି । ୧୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା ସେମିକୁ ଉନ୍ନୀତ ହୋଇଛି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଆଜି…

ଜନ୍ମ ମାଟିରେ ରୋଡ ଶୋ କରୁଛନ୍ତି ମୋହନ ମାଝୀ, ସାଧାରଣ ସଭାରେ ଦେବେ ଉଦ୍ବୋଧନ

କେନ୍ଦୁଝର: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନ୍ମମାଟିରେ ପାଦ ଥୋଇବା ପରେ ଭବ୍ୟ ସମ୍ବର୍ଦ୍ଧନାର ସହ ସ୍ବାଗତ କରିଛନ୍ତି ରାଇକଳା ବାସୀ । ଏହା ପରେ ଏକ ବିଶାଳ ରୋଡ ଶୋ ଯୋଗେ ରାଇକଳା ରାସ୍ତାରେ ନିଜ ମାଟି ଭାଇଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ଝୁମ୍ପୁରା…

ବଢୁଥିବା ଦରକୁ ନେଇ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ, କହିଲେ ଆଳୁ ପିଆଜ ଯୋଗାଇବ ନାଫେଡ୍‌

ଭୁବନେଶ୍ବର: ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଖାଉଟିଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ଦିନେ ଯେଉଁ ପରିବା ୨୦, ୩୦ରେ ମିଳୁଥିଲା, ତାହା ଏବେ ୮୦, ୧୦୦ ଛୁଇଁଲାଣି । କ’ଣ ଖାଇବେ, କେଉଁ ପରିବା କିଣିବେ ଲୋକେ ଚିନ୍ତାରେ ପଡିଥିବା ବେଳେ ଏବେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଖାଦ୍ୟ…

ଧର୍ମାନୁଷ୍ଠାନରେ ଗୁଳିମାଡ଼, ୧୫ ପୋଲିସ କର୍ମଚାରୀ ନିହତ

ମସ୍କୋ: ଋଷିଆ ଦାଗେସ୍ତାନର ଏକ ଧର୍ମାନୁଷ୍ଠାନରେ ଆଖିବୁଜା ଗୁଳିମାଡ଼। ୫ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୫ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି। ଗୁଳିମାଡ଼ରେ ଆଉ ୧୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୁଳିମାଡ଼ ସହ ଦୁର୍ବୃତ୍ତମାନେ ଧର୍ମାନୁଷ୍ଠାନରେ ନିଆଁ ଲଗାଇଛନ୍ତି। ପୋଲିସର…

ନିଟ୍ ଓ ନେଟ୍ ବିବାଦ; ଆଜି ବସିବ ପ୍ୟାନେଲ୍ ବୈଠକ

ନୂଆଦିଲ୍ଲୀ: ନିଟ୍ ଓ ଯୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଭ୍ରଷ୍ଟାଚାରକୁ ନେଇ ଦେଶରେ ଜାରି ରହିଛି ବିରୋଧ । ଏହାରି ଭିତରେ ନିଟ୍ ଓ ନେଟ୍ ବିବାଦକୁ ନେଇ ଗଠିତ ଉଚ୍ଚସ୍ତରୀୟ ପ୍ୟାନେଲର ଆଜି ବୈଠକ ବସିବାକୁ ଯାଉଛି । ଉଚ୍ଚସ୍ତରୀୟ ୭ ଜଣିଆ ପ୍ୟାନେଲଙ୍କ ଦ୍ବାରା ନିଟ୍ ଓ ନେଟରେ ହୋଇଥିବା…

ଅନ୍ଧାରିମୁଲକରେ ସୌରଶକ୍ତିର ଭଗୀରଥ : ଚୈତରାମ୍ ପାୱାର୍

ମହାରାଷ୍ଟ୍ରର ଧୂଲେ ଜିଲ୍ଲା, ସଦର ମହକୁମାଠାରୁ ଶହେ କିଲୋମିଟର ଦୂର ଗଲେ ପଡେ ସାକ୍ରୀ ବ୍ଲକର ବାରିପଦା ଗାଆଁ । ତିନିଶହ ହେକ୍ଟର ବ୍ୟାପୀ ବଣ ଜଙ୍ଗଲ ଘେରା ଏଇ ବାରିପଦା ଗାଆଁରେ ବସବାସ କରନ୍ତି ପ୍ରାୟ ଏକ ହଜାରଟି ଜନଜାତି ପରିବାର । ଜଙ୍ଗଲରେ ଭର୍ତ୍ତି ହୋଇଛି ଶାଗୁନ,ଦେବଖୁମ୍ବ,…

ଆରମ୍ଭ ହେଲା ସଂସଦର ସ୍ବତନ୍ତ୍ର ଅଧିବେଶନ, ସାଂସଦ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ: ଆରମ୍ଭ ହେଲା ଅଷ୍ଟାଦଶ ସଂସଦର ସ୍ବତନ୍ତ୍ର ଅଧିବେଶନ । କାମଚଳା ବାଚସ୍ପତି ଭାବେ ଗୃହ ପରିଚାଳନା କରୁଛନ୍ତି ଭର୍ତ୍ତୃହରି ମହତାବ । ଏହା ସହିତ ଜଣ ଜଣ କରି ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ମହତାବ । ଏହାରି ଭିତରେ ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ…

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୁହରି

ନୂଆଦିଲ୍ଲୀ; ଲୋକସଭା କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେପଟେ ଆଜିଠୁ ଅଷ୍ଟାଦଶ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । ଶପଥ ନେବା ପରେ ନବନିର୍ବାଚିତ ସାଂସଦଙ୍କୁ ଶପଥ…