Latest Odisha News

BREAKING NEWS

ନକଲି ନୋଟ୍ ଜବତ କଲା ପୋଲିସ, ଛାପୁଛନ୍ତି ମାଓବାଦୀ

ସୁକମା: ନକଲି ନୋଟ ଜବତ କଲା ପୋଲିସ୍ । ମାଓ କ୍ୟାମ୍ପରେ ଚଡାଉ କରି ବିପୁଳ ନକଲି ନୋଟ ଜବତ କରିଛି । ଛତିଶଗଡ଼ରେ ପୋଲିସର ବଡ଼ ଧରଣର ଚଢ଼ାଉ ପରେ ମିଳିଛି ବିପୁଳ ନକଲି ନୋଟ । ଛତିଶଗଡ ସୁକମାରେ କୋରାଜଗୁଡ଼ା ଜଙ୍ଗଲ ସ୍ଥିତ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା ସ୍ଥାନୀୟ ପୋଲିସ୍ ।…

ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି ମାଡ । ଇନ୍ଦୋରର ଏମଜି ରୋଡ ଥାନା ଅଞ୍ଚଳରେ ବିଜେପି କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟବର୍ଗିୟଙ୍କ ଘନିଷ୍ଠ ବନ୍ଧୁ ମୋନୁ କଲ୍ୟାଣେଙ୍କୁ ଗୁଡି ମାଡ କରି ହତ୍ୟା କରାଯାଇଛି । ‌ମୋନୁ ମଧ୍ୟପ୍ରଦେଶର ବିଜେପି ଯୁବ ମୋର୍ଚ୍ଚାର ନଗର…

ପ୍ରଥମ ଖେଳାଳି ଭାବେ କ୍ରମାଗତ ମ୍ୟାଚରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆର ପେସ ବୋଲର ପ୍ୟାଟ କୁମିନ୍ସ ଇତିହାସ ରଚିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ୨ଟି ମ୍ୟାଚରେ ହ୍ୟାଟ୍ରିକ ନେଇ ଏହି ସଫଳତା ହାସଲ କରିଛନ୍ତି । ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୁମିନ୍ସ ଏହି ସଫଳତା ଦଳକୁ ବିଜୟୀ କରାଇ…

ଏକତ୍ର ଅଭିନୟ କରିବେ ଶାହାରୁଖ-ସାମନ୍ଥା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସାମନ୍ଥା ରୁଥ ପ୍ରଭୂ ଏକତ୍ର ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଅନୁମାନ କରାଯାଇଛି । ତେବେ ଏ ନେଇ ଶାହାରୁଖ କିମ୍ବା ସାମନ୍ଥା ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାନ୍ତି…

ପାଟଣାଗଡ ସିଲିଣ୍ଡର ବିସ୍ଫୋରଣ ଘଟଣା: ୪ ମାସ ପରେ ମହିଳାଙ୍କ ମୃତ୍ୟୁ

ପାଟଣାଗଡ଼: ସିଲିଣ୍ଡର ବିସ୍ଫୋରଣର ୪ ମାସ ପରେ ମହିଳାଙ୍କ ମୃତ୍ୟୁ । ବେଲପଡ଼ା ଥାନା କାନୁଟ ଗାଁରେ ଗୁରୁତର ଅସୁସ୍ଥ ମହିଳାଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ପରିବାରର ୩ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ ୧୦ ଫେବୃଆରୀରେ ଘରେ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ସୂଚନା ଥାଉକି, ପାଟଣାଗଡ଼…

‘କିସ୍’କୁ ଜଙ୍ଗଲ ଜମି ହସ୍ତାନ୍ତର: ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର; କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(କିସ୍)କୁ ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର।  କୌଣସି ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କିସ୍ କୁ ଜଙ୍ଗଲ ଜମି ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୮)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମନେ ପଡ଼ିଗଲା ସୀପ୍ରା! ଯେ କାନ୍ଦୁଥିଲା, ଭାଇ ହିଁ ତା'ର ଏକମାତ୍ର ପ୍ରାଣୀ ଯେ ତା'ର ଖୁବ୍ ନିବିଡ଼ ଥିଲା । କଥାକଥାକେ ଭାଇ । ସବୁ କଥା ଭାଇସହ ବାଣ୍ଟିପାରେ । ବଡ଼ ଆତୁର ଦିଶୁଥିଲା । କାନ୍ଦୁଥିବ.. ଖାଉନଥିବ ହୁଏତ... । ସେ ତାକୁ…

ରୂପେଲି ପରଦାରେ ନେପଥ୍ୟ ନାୟକ

ନିକଟରେ ରିଲିଜ ହୋଇଛି ଏକ ବଲିଉଡ୍ ବାୟୋପିକ୍ ଚନ୍ଦୁ ଚାମ୍ପିଅନ । କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଓ କବୀର ଖାନ ନିର୍ଦ୍ଦେଶିତ ଚନ୍ଦ୍‌ୁ ଚାମ୍ପିଅନ ହେଉଛି ଏକ ସ୍ପୋର୍ଟସ ବାୟୋପିକ୍ । ଆଉ ଯାହାଙ୍କ ଜୀବନୀ ଉପରେ ଏହି ବାୟୋପିକ ନିର୍ମିତ ହୋଇଛି, ତାଙ୍କ ବାବଦରେ ହୁଏତ ଆମେ ସମସ୍ତେ ଅବଗତ ନୋହୁଁ ।…

ଦୀର୍ଘ ୫ ବର୍ଷ ପରେ ଶିମିଳିପାଳକୁ ଫେରିଲେ ୨ କୁମକୀ ହାତୀ ରାଜକୁମାର ଓ ମହେନ୍ଦ୍ର

ବାରିପଦା: ୫ ବର୍ଷ ପରେ ଶିମିଳିପାଳକୁ ଫେରିଲେ ରାଜକୁମାର ଓ ମହେନ୍ଦ୍ର । ୨ଟି ଟ୍ରକ୍‌ ଯୋଗେ ସାତକୋଶିଆରୁ ଏହି ଦୁଇ ହାତୀଙ୍କୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଛି । ସେମାନଙ୍କୁ କେଣ୍ଡୁମୁଣ୍ଡିରେ ରଖାଯିବ। ଏଠାରେ କିଛିଦିନ ନିରୀକ୍ଷଣରେ ରହିବା ପରେ ହାତୀ ଦୁଇଟିକୁ ପୂର୍ବଭଳି ଜଙ୍ଗଲ ସୁରକ୍ଷା…

ନିଜ ମାଟିରେ ମୁଖ୍ୟମନ୍ତ୍ରୀ, ଉତ୍ଫୁଲିତ କେନ୍ଦୁଝର ବାସୀ

କେନ୍ଦୁଝର; ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝରରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବ୍ୟ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି କେନ୍ଦୁଝରବାସୀ । ମନରେ ଭରି ରହିଛି ଅନେକ ଉତ୍କଣ୍ଠା ଓ ଉଦ୍ଦୀପନ । ନିଜ ମାଟିର ପୁଅକୁ…