Latest Odisha News

BREAKING NEWS

ନାଳରେ ଫସିଲେ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ବଡମ୍ବା: ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ । ବଡ଼ମ୍ବା ବନାଞ୍ଚଳ ବେଲିଆପାଡ଼ କିମ୍ଭିରୀ ନାଳରେ ଫସିଛନ୍ତି ହାତୀ । ହାତୀ ମାନଙ୍କ ମଧ୍ୟରୁ ୨ଟି ଦନ୍ତା ଓ ଗୋଟିଏ ମାଈ ହାତୀ ଅଛନ୍ତି । ହାତୀ ମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଚାଲିଛି ।…

କବିତା ନିରଂତର : ବିକ୍ଷିପ୍ତ ଭାବନା (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଖାଦ୍ୟ ଯୋଗାଇ ସ୍ଥୂଳ ଶରୀରକୁ କଲେ ଲାଳନ ପାଳନ ସ୍ବାୟତ୍ତ ହୁଏନି କେବେ କେଉଁଠାରେ କାହାର ନିଜର ମନ * ବିଧି, ପରଂପରା, ପ୍ରଥା ନାମ ଦେଇ ରଖିଛୁଁ ଯେତେ ବଂଧନ ସେ ସବୁ ନ କାଟି କରି ହୁଏନାହିଁ ଫଳପ୍ରସୂ ଜପ, ଧ୍ୟାନ…

ଜମ୍ମୁ କାଶ୍ମୀରକୁ ଆତଙ୍କୀ ମୁକ୍ତ କରିବାକୁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଉଛି। ଜମ୍ମୁ କାଶ୍ମୀରରେ ନିକଟରେ ବଡ ବଡ ଆତଙ୍କବାଦୀ ଆକ୍ରମଣ ହୋଇଛି । ନିକଟରେ ଅମରନାଥ ଯାତ୍ରାରେ ଯାଉଥିବା ଏକ ତୀର୍ଥଯାତ୍ରୀଙ୍କ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ…

କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲା: ନମୂନା ପରୀକ୍ଷା ପରେ ଆସିଲା ସ୍ପଷ୍ଟ ତଥ୍ୟ, ଡିପଥେରିଆରେ ଯାଇଛି ଶିଶୁଙ୍କ ଜୀବନ

ରାୟଗଡା: ସାମ୍ନାକୁ ଆସିଲା କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲାର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛନ୍ତି ବିଶେଷଜ୍ଞ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ରୋଗରେ…

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ ପାଖରେ ଥିବା ଏକ ଘର। ଗତକାଲି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ପୂର୍ବତନ ଆଇଏଏସ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୭)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଏସବୁ ଭିତରେ ଯେ ନିରବରେ ତାକୁ ସମର୍ଥନ କଲାପରି ପାଖରେ ଠିଆହୁଅନ୍ତି ସେ ତା\' ବାପା । ଜୀବନତମାମ ଗୋଟେ ନିରୁତା ନୀରିହ ମଣିଷଟେ ହୋଇ ରହିଗଲେ । ଯେ ଆଜିଯାଏ ବୋଉ ଶବ୍ଦବାଣରେ ଶବ୍ଦଟିଏ ମଧ୍ୟ କହିପାରିଲେନାହିଁ । କେବେ ମଧ୍ୟ କୌଣସି…

ଚାଲାଣ ବେଳେ ଅବକାରୀ ବିଭାଗର ଚଢଉ: କାର ସହ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ଅବକାରୀ ବିଭାଗକୁ ପୁଣି ମିଳିଲା ସଫଳତା। ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଫଳରେ ୩୦ କେଜି ଗଞ୍ଜେଇ ଜବତ ହେବା ସହ ୨ ଜଣଙ୍କୁ ଗିରଫ କଲା ବିଭାଗ। ଏହି ଘଟଣା ଘଟିଛି ବୈଦ୍ଧ ଜିଲ୍ଲାରେ। ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ବୌଦ୍ଧ ବ୍ରିଜ ଛକ…

ଶିକାର ବେଳେ ଅଘଟଣ; ଭିଣୋଇର ଗୁଳିମାଡ଼ରେ ଶଳା ମୃତ

ଗଜପତି: ଶିକାର ବେଳେ ଅଘଟଣ। ଭିଣୋଇର ଗୁଳିମାଡ଼ରେ ଶଳା ମୃତ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ଜନ୍ତୁ ଶିକାର ବେଳେ ଏହି ଗୁଳିମାଡ଼ ହୋଇଛି। ଏହା ହେଉଛି ବିଳମ୍ବିତ ରାତିର ଘଟଣା। ମୃତକ ହେଲେ କୈଳାସ ନାୟକ। ସୂଚନା…

ଇଦ୍-ଉଲ୍-ଆଧା ପାଇଁ ନୋଏଡାରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ବକରୀ ଇଦ୍ ପାଇଁ ସାରା ଦେଶରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆମିଷ ବଜାରରେ ନାହିଁ ନଥିବା ଭିଡ । ବକରୀ ଇଦ୍ ଇଦ୍-ଉଲ୍-ଆଧା ଭାବରେ ମଧ୍ୟ ଜଣାଶୁଣା । ମୁସଲମାନ ଧର୍ମର ସବୁଠାରୁ ବଡ ପର୍ବ ହେଉଛି ଏହି ଇଦ୍ । ସେଥିପାଇଁ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବଳି ପାଇଁ…

କବିତା : ରଜ

ବାସନ୍ତୀ ଜେନା ରଜ ଆସିଛିରେ ସଜବାଜ ହୋଇ ଖୁସିର ପସରା ନେଇ ଜୀବନ ସରସ ପର୍ବ ପର୍ବାଣୀରେ ରଜ ଦିଏତ ବତାଇ। (ଘୋଷା) ରଜ ପୂର୍ବ ଦିନ ସାଜସଜ୍ଜା ହୁଏ ରଜ ପାଇଁ ଆୟୋଜନ ପାରମ୍ପରିକ ଏ ପ୍ରଚଳିତ ପର୍ବ ଖୁସି ଆଣି ଦିଏ ଦିନ ପହିଲି ରଜରେ ପ୍ରତ୍ୟୁଷରୁ ଉଠି ସ୍ନାନ ଶୌଚ ହେଉ ଥାଇ ଜୀବନ…