ଫ୍ରେଂଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଲେ ଆଲକାରେଜ
ପ୍ୟାରିସ: ସ୍ପେନର ଷ୍ଟାର ଟେନିସ ଖେଳାଳି କାର୍ଲୋସ ଆଲକାରେଜ ଫ୍ରେଂଚ ଓପନ ୨୦୨୪ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଜର୍ମାନୀର ଆଲେକକାଣ୍ଡର ଜେରେଭଙ୍କୁ ୬-୩, ୨-୬, ୫-୭, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ । ଜେରେଭ ଦ୍ୱିତୀୟ ଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲରେ…