ଘାଟିରେ ଓଲଟିଲା ଟ୍ରକ:୨ ମୃତ
ଗଞ୍ଜାମ: ଘାଟିରେ ଓଲଟିଲା ଟ୍ରକ । ପାଟପୁର ଥାନା ତପ୍ତପାଣି ଘାଟିରେ ଓଲଟି ପଡିଲା ଟ୍ରକ୍ । ଏଥିରେ ୨ ଜଣ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁଯାୟୀ, ଟ୍ରକଟି ଗଜପତିରୁ ବ୍ରହ୍ମପୁର ଯାଉଥିଲା । ପାଟପୁର ଥାନା ତପ୍ତପାଣି ଘାଟିରେ…