Latest Odisha News

BREAKING NEWS

ଏକଜିଟ୍ ପୋଲ୍: ଏଥର ବିହାରରେ କମିବ ଏନଡିଏର ଆସନ ସଂଖ୍ଯା!

ପାଟଣା: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବିହାର ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଛି। ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି ଏବଂ ରାଜ୍ୟରେ ସାତଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏନଡିଏରେ ବିଜେପି, ଜନତା ଦଳ (ୟୁନାଇଟେଡ୍) - ଜେଡିୟୁ, ଲୋକ ଜନଶକ୍ତି…

ସରିଲା ମତଦାନ, ଭୋଟର ଓ ରାଜନୈତିକ ଦଳ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ସରିଛି ଗଣତନ୍ତ୍ରର ମହାନପର୍ବ । ଇତିହାସ ରଚିଛି ଭାରତ । ଏପ୍ରିଲ ୧୯ ରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଭାରତୀୟ ଭୋଟରମାନେ ଭୋଟ୍ ଦେବାର ଅଧିକାର…

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ମାଗୁଣି

କେନ୍ଦୁଝର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ମାଗୁଣି କୁଅଁର। ତାଙ୍କ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଜନ୍ମସହରରେ ପରିକ୍ରମା କରାଯାଇ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଓ ତୋପ ସଲାମୀ ଦିଆଯାଇ…

ଏକଜିଟ୍ ପୋଲ ଦେଲା ବଡ଼ ଇସାରା, ଓଡ଼ିଶାରେ ବିଜେଡିକୁ ଝଟକା?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଭୋଟ୍ ଦାନ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଆଉ ନିର୍ଦ୍ଦାରିତ ସମୟ ଅନୁଯାୟୀ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବ୍ୟାପକ ଫାଇଦା ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ବଡ଼…

ଜୁନ୍‌ ୭ରୁ ଆରମ୍ଭ ହେବ +୨ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ-୨) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ତା. ୦୭/୦୬/୨୦୨୪ରିଖଠାରୁ ପ୍ରକ୍ରିୟା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ…

ନିର୍ବାଚନୀ ହିଂସା: ବିଜେପି ବୁଥ ସଭାପତିଙ୍କୁ ଛୁରାମାଡ

କେନ୍ଦ୍ରାପଡ଼ା: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଇଭିଏମ୍ ରେ ସିଲ୍ ହୋଇଛି ୬ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ପ୍ରାର୍ଥୀଙ୍କ ଭାଗ୍ୟ। ଏହାରି ଭିତରେ ଅନେକ ଜାଗାରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଲୋକସଭା…

ଆସିଲା ଏକଜିଟ୍ ପୋଲ୍: ଏନଡିଏକୁ ମିଳିପାରେ ବହୁମତ

ଭୁବନେଶ୍ଵର: ସରିଲା ନିର୍ବାଚନ, ଆସିଲା ଏକଜିଟ୍ ପୋଲ୍। ବୁଥ ବାହୁଡା ମତରେ ଏନଡିଏକୁ ବହୁମତ ନେଇ ଆକଳନ । ବିଜେପି ନେତୃତ୍ବଧୀନ ଏନଡିଏକୁ ବଡ଼ ବିଜୟ ନେଇ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ରିପବ୍ଲିକ୍ ଭାରତ-ପି ମାର୍ଗ ଏନଡିଏକୁ ୩୫୯ସିଟ୍ ଦେଇଛି ତ ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ…

କର୍ତ୍ତବ୍ୟନିଷ୍ଠ ଏସପି, ୮ ମାସ ଗର୍ଭବତୀ ଥାଇ ମଧ୍ୟ କରୁଛନ୍ତି ନିର୍ବାଚନୀ ଡ୍ୟୁଟି

ଉମରିଆ: କୁହାଯାଏ ଯଦି ଜଣେ ନାରୀ କିଛି କରିବା ପାଇଁ ମନସ୍ଥ କରିନିଏ ତାହେଲେ ସେ ତାହା କଳେ ବଳେ କୌଶଳେ କରିକି ହିଁ ଦେଖାଇଥାଏ। ସେ ଗୃହ ହେଉ କି କର୍ମକ୍ଷେତ୍ର ସବୁଠି କିପରି ସନ୍ତୁଳନ ରଖାଯିବ ତାହାର କୌଶଳ ନାରୀଟିକୁ ବେଶ୍ ଜଣା। ସବୁ ବାଧାବିଘ୍ନ ସହ ଲଢ଼ି ସେ ତାର କର୍ତ୍ତବ୍ୟକୁ ସୁଚାରୁରୂପେ…

ଜୁନ୍ ୪ ହେଉଛି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ, ଏହିପରି କରିବେ ଆବେଦନ

ଭୁବନେଶ୍ବର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି.ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ…

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ

ଭଦ୍ରକ: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ବୁଥ୍ ସାମ୍ନାରେ ହାଣି ହତ୍ୟା କରିଛି ତାଙ୍କ ସ୍ବାମୀ । ମୃତ ମହିଳା ହେଲେ ରଶ୍ମିରେଖା ବେହେରା…