କେନ୍ଦ୍ରାପଡ଼ା: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଇଭିଏମ୍ ରେ ସିଲ୍ ହୋଇଛି ୬ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ପ୍ରାର୍ଥୀଙ୍କ ଭାଗ୍ୟ। ଏହାରି ଭିତରେ ଅନେକ ଜାଗାରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଲୋକସଭା ଆସନର ଅନେକ ଜାଗାରେ ହିଂସା ଦେଖିବାକୁ ମିଳିଛି।କେନ୍ଦ୍ରାପଡ଼ା ନିର୍ବାଚନୀ ମଣ୍ଡଳୀ ୩୫ ନଂ ବିଜେପି ବୁଥ ସଭାପତିଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ଛୁରା ମାଡ଼ କରିଥିବା ଅଭିଯୋଗ କରିଛନ୍ତି । ବିଜେପି ଏନେଇ ଥାନାରେ ଏତଲା ଦେଇଛି।
ସେହିପରି ପୂର୍ବରୁ ମଧ୍ୟ ସାଲେପୁରରେ ମଧ୍ୟ ହିଂସାକାଣ୍ଡର ଅଭିଯୋଗ ହୋଇଥିଲା। ଆହୁରି ମଧ୍ୟ ଅନେକ ବୁଥ ରେ ରିଗିଂ ହେଉଥିବା ନେଇ ଅଭିଯୋଗ କରିଥିଲେ ସାଲେପୁର ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ।ତେବେ ଏନେଇ କଟକ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନିଜର ଏକ୍ସ ରେ କହିଛନ୍ତି , ସାଲେପୁର ବିଧାନସଭା ଆସନର ୧୮୪ ଓ ୧୮୫ ନଂ ବୁଥର ୧୫୦ମିଟର ଦୂରରେ ଦୁଇ ପାର୍ଟି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଏହାକୁ ନେଇ ପନିକି ରେ ଆକ୍ରମଣ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି କିଛି ଘଟଣା ସେଠି ଘଟିଥିବାରୁ ଅଭିଯୋଗ ହୋଇନାହିଁ।
BREAKING NEWS
- ୧୯ରୁ ଫେରିଯିବ ମୌସୁମୀ ବାୟୁ…
- ଆକାଶରେ ବିରଳ ଦୃଶ୍ୟ, ଚନ୍ଦ୍ର ପଛରେ ଲୁଚିଗଲା ଶୁକ୍ର
- ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା; ଜାଣନ୍ତୁ କାହିଁକି ଧୁମଧାମରେ କରାଯାଏ ପାଳନ
- ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍
- ୮ ମାସରେ ସର୍ବୋଚ୍ଚ ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତି, ଅଗଷ୍ଟରେ ଛୁଇଁଲା ୪.୮%
- Foreigners bypass immigration:ବିମାନବନ୍ଦରରେ ବଡ଼ ଧରଣର ତ୍ରୁଟି;ଇମିଗ୍ରେସନ୍ ପ୍ରକ୍ରିୟାକୁ ଏଡ଼ାଇ ଯାତ୍ରା କଲେ ୩ ଇଟାଲୀୟ ଯାତ୍ରୀ,ମନ୍ତ୍ରଣାଳୟ ଜବାବ ମାଗିଲା
- ଗଣେଶ ପୂଜାରେ ଅଘଟଣା: ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହେଲା ସବୁ ସାଜସଜ୍ଜା
- I Am Sorry.. ମୁଁ ଜାଣିନଥିଲି ସେ ଜଣେ ମହିଳା ବାଇକର: ଭୁଲ ମାଗିଲା ମୁଖ୍ୟ ଅଭିଯୁକ୍ତ, ଭାଇରାଲ ହେଉଛି ଭିଡିଓ
- ଝଲସୁଛି ପଶ୍ଚିମ ଓଡ଼ିଶା: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
- ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ

Comments are closed.