Latest Odisha News

BREAKING NEWS

ଲଗାଣ ବର୍ଷାରେ ଭୟଙ୍କର ଭୂସ୍ଖଳନ, ୪ ଜଣଙ୍କର ଗଲା ଜୀବନ

ସିଲୋଙ୍ଗ: ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ, ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଗତକାଲି ଅଭିଳାଷଙ୍କ ସହ ଅନ୍ୟ ୨୦ଜଣଙ୍କୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ଏମାନଙ୍କ ଉପରକୁ…

ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଅସ୍ବାଭାବିକ ମୃତ୍ୟୁ, ରାଜ୍ୟରେ ଅଂଶୁଘାତ ନେଲାଣି ୪୦ରୁ ଉର୍ଦ୍ଧ୍ୱ ଜୀବନ

ସୁନ୍ଦରଗଡ଼: ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ । ଦୁଇରୁ ୩ ଦିନ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏହାରି ଭିତରେ ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସାରା…

ଖୁବଶୀଘ୍ର ଓଡ଼ିଶାରେ ଛୁଇଁବ ମୌସୁମୀ, ଜୁନ ୧୨ ପରେ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଭୀଷଣ ତାତି ଯୋଗୁଁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଗତକାଲି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଆଜି ୪୭ ଡିଗ୍ରୀରେ ପହଞ୍ଚିଛି । ଝାରସୁଗୁଡ଼ାର ତାପମାତ୍ରା ୪୭…

ବିହାରରେ ପ୍ରବଳ ଖରା ଓ ଅସମ୍ଭାଳ ସ୍ଥିତି, ଅଂଶୁଘାତରେ ୧୨ ଜଣଙ୍କ ମୃତ୍ୟୁ

ପାଟଣା: ବିହାରରେ ଗତ ଚାରି ଦିନ ଧରି ଲଗାତାର ତାପମାତ୍ରା ବୃଦ୍ଧି ପାଉଛି। ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକେ ଚିନ୍ତିତ ଅଛନ୍ତି। ୨୦୨୪ର ଗ୍ରୀଷ୍ମପ୍ରବାହ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ଏହାରି ଭିତରେ ବିହାରରେ ଅଂଶୁଘାତରେ ଅନେକଙ୍କ ଜୀବନ ଯାଇଛି। ଅନେକ…

କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲାରେ ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା

ବେଙ୍ଗାଲୁରୁ: ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା । ରେବନ୍ନାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ସିଧାସଳଖ ଗିରଫ କରିଛି ଏସଆଇଟି ଟିମ୍ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡ଼ାଙ୍କ ନାତି ହେଉଛନ୍ତି ପ୍ରଜ୍ବଳ ରେବନ୍ନା । ଏକାଧିକ ଯୌନ ନିର୍ଯାତନା ମାମଲାରେ ପ୍ରଜ୍ବଳ…

ବସଷ୍ଟାଣ୍ଡରେ ବସ୍‌ ହେଲ୍‌ପରକୁ ଛୁରାମାଡ଼

ସମ୍ବଲପୁର: ସମ୍ବଲପୁର ବସଷ୍ଟାଣ୍ଡରେ ବସ୍‌ ହେଲ୍‌ପରକୁ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ହେଲେ ହେଲପର । ଗୁରୁତର ହେଲପରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ୩ ରୁ ୪ ଜଣ ଛୁରାମାଡ଼ କରିଥିବା ସୂଚନା ମିଳିଛି । ସେପଟେ…

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ପଛରେ ବିଜେଡି ହାତ

ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ । ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ଅଭିଲାଷଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ତେବେ ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିବା ସହ…

ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଖାଆନ୍ତୁ ଏହି ଡାଲି, ମିଳିବ ଫାଇଦା

ଭୁବନେଶ୍ଵର: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ । ଶାକାହାରୀ ଲୋକଙ୍କ ପାଇଁ ମସୁର ଡାକି ଏକ ଭଲ ବିକଳ୍ପ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟକୁ କିଭଳି ଲାଭ…

ଅନ୍ଧାରି ବିଜେ ବେଳେ ବିଜେଡି ନେତାଙ୍କ ବାସଭବନରେ ରେଡ୍

କେନ୍ଦ୍ରାପଡ଼ା: ସରିଛି ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର। ଏବେ ଅନ୍ଧାରି ବିଜେ। ଜୁନ ଏକରେ ପଡ଼ିବ ଭୋଟ୍। ପଟ୍ଟାମୁଣ୍ଡାଇସ୍ଥିତ ଜଣେ ବିଜେଡି ନେତାଙ୍କ ବାସଭବନରେ ଗୁରୁବାର ବିଭିନ୍ନ ଏଜେନ୍ସି ଚଢ଼ାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ପଟ୍ଟାମୁଣ୍ଡାଇ ନଗର ସଭାପତି ଖଗେଶ୍ୱର…