ସମ୍ବଲପୁର: ସମ୍ବଲପୁର ବସଷ୍ଟାଣ୍ଡରେ ବସ୍ ହେଲ୍ପରକୁ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ହେଲେ ହେଲପର । ଗୁରୁତର ହେଲପରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ୩ ରୁ ୪ ଜଣ ଛୁରାମାଡ଼ କରିଥିବା ସୂଚନା ମିଳିଛି । ସେପଟେ ଅଭିଯୁକ୍ତକୁ ଗିରଫ ଓ ଫାଣ୍ଡି ସ୍ଥାପନ ଦାବିରେ ଧାରଣାରେ ବସିଛନ୍ତି ବସ୍ କର୍ମଚାରୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ କର୍ମଚାରୀଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।
BREAKING NEWS
- ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍: ଭାରତରେ ମହଙ୍ଗା ହେବ କି ପେଟ୍ରୋଲ ଓ ଡିଜେଲ?
- ଇଭି ନା ସିଏନ୍ଜି, କେଉଁ କାର୍ କିଣିଲେ ରହିବେ ଲାଭରେ? ଜାଣନ୍ତୁ ରନିଂ କଷ୍ଟରେ କେତେ ରହିଛି ଫରକ୍
- ଜୁନିୟର ଏସିଆ କପ : ଦକ୍ଷିଣ କୋରିଆକୁ ହରାଇ ସେମିଫାଇନାଲ୍ ଦ୍ୱାରଦେଶରେ ଭାରତ
- ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଆରମ୍ଭ;୧୬ଜିଲ୍ଲାର ୩୪ ହସ୍ତଶିଳ୍ପୀ…
- ନିଖୋଜ MKCG ଛାତ୍ର ସାଗର ସାହୁ ମୟୂରଭଞ୍ଜ ତିରିଂରୁ ଉଦ୍ଧାର
- ଟେଲିଭିଜନ୍ ଯୁଗରୁ ସାଟେଲାଇଟ୍ ଇଣ୍ଟରନେଟ୍: ଷ୍ଟାରଲିଙ୍କର ଏଣ୍ଟ୍ରି ବଦଳାଇବ ଭାରତର ଡିଜିଟାଲ୍ ଚିତ୍ର
- ୧୪ ବର୍ଷରୁ ରୋଜଗାର ଆରମ୍ଭ, ୨୦ ବର୍ଷରେ ମା’ଙ୍କୁ କରାଇଲେ ଅବସରପ୍ରାପ୍ତ: ବିହାରର ଯୁବକଙ୍କ ପ୍ରେରଣାଦାୟୀ କାହାଣୀ
- ଏସୀୟ କ୍ରୀଡ଼ା : ସ୍ୱର୍ଣ୍ଣ ପଦକ, ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟରେ ଜାପାନ ଗସ୍ତ କଲା ଭାରତୀୟ ମହିଳା ହକି
- ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
- ଶିକ୍ଷକଙ୍କୁ ଲହୁଲୁହାଣ କଲା ଦୁର୍ବୃତ୍ତ: କାଠଫାଳିଆରେ ମୁଣ୍ଡକୁ କଲା ଆକ୍ରମଣ

Comments are closed.