Latest Odisha News

BREAKING NEWS

ଟଳିଯିବ ବାତ୍ୟା ଆଶଙ୍କା, ଅବପାତ ହୋଇ ମିଆଁମାର ଯିବ !

ଭୁବନେଶ୍ୱର: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ବୋଲି ଏକାଧିକ ପାଣିପାଗ ପୂର୍ବାନୁମାନ କରିଥିଲେ। କିନ୍ତୁ ବାତ୍ୟା ଆଶଙ୍କା ଟଳିଯିବ ବୋଲି ସାନି ପୂର୍ବାନୁମାନ କଲେଣି। ବାତ୍ୟା ହେବନି ବରଂ ଅବପାତ ହୋଇ ମିଆଁମାର ଆଡ଼କୁ ଯିବ। ଜିଏଫଏସ୍ ମଡେଲ ଏଭଳି ଚିତ୍ର ଆଙ୍କିଛି।…

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁପରେ ଖୁସିରେ ସେଲିବ୍ରେସନ କଲେ ଇରାନବାସୀ

ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁରେ ଭାରତ ସମେତ ଅନେକ ରାଷ୍ଟ୍ର ଶୋକ ପ୍ରକାଶ କରିଛନ୍ତି । ଆଜି ଭାରତରେ ଏକ ଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ…

ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ

ନୂଆଦିଲ୍ଲୀ: ଦେଶରେ ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଆସନରେ ମତଦାନ ଶେଷ ହୋଇଛି। ପଞ୍ଚମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ଭୋଟ୍ ରେକର୍ଡ କରାଯାଇଛି। ତେବେ ଆଗରୁ ଏହା ବଢିପାରେ ବୋଲି…

ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ: ସମ୍ବଲପୁର, ନୟାଗଡ଼ ଓ କେନ୍ଦୁଝରରେ କରିବେ ପ୍ରଚାର

ଭୁବନେଶ୍ୱର: ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମ୍ବଲପୁର ଓ ନୟାଗଡ଼ରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ପରେ ରେମେଡ ଗାଁ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିବେ। ସେଠାରେ ଶାହା ଜନସଭାରୁ ସମ୍ବୋଧନ କରି ବିଜେପି…

ସକାଳେ ଭୁଲ କଲେ, ରାତିରେ କ୍ଷମା ମାଗିଲେ, କହିଲେ ୩ ଦିନ ଯାଏଁ ରହିବି ଉପାସ

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ ବୋଲି କହି ଅପମାନିତ ହେବା ପରେ କ୍ଷମା ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, ଏହା ମୋ ପାଟିରୁ ଭୁଲ ବସତଃ ବାହାରିଯାଇଛି । ସେଥିପାଇଁ ମୁଁ ବହୁତ ଦୁଃଖିତ ।…

ଶରୀର ପାଇଁ ରାମବାଣ ଲେମନ୍ ଟି’

ଭୁବନେଶ୍ଵର: ଭାରତର ଅନେକ ଲୋକ ଏକ କପ୍ ଚା ସହିତ ନିଜର ଦିନ ଆରମ୍ଭ କରନ୍ତି। ଆମେ ସକାଳେ ଏକ କପ୍ ଚା ସହିତ ସମ୍ପୂର୍ଣ୍ଣ ସତେଜ ଅନୁଭବ କରୁ। କିନ୍ତୁ ଯଦି ଆମେ ଏହି ଚା’ରେ ସାମାନ୍ୟ ପରିବର୍ତ୍ତନ ଆଣିବା, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରିବ। ଚା ’କେବଳ ସାଧାରଣ…

ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଛି । ହେଲେ ମତଦାନ ପୂର୍ବରୁ ଓ ମତଦାନ ସମୟରେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତେବେ ଏହିପ୍ରରିପେକ୍ଷିରେ ଆଜି ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି…

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ପଛରେ ଷଡ଼ଯନ୍ତ୍ର?

ଭୁବନେଶ୍ୱର: ଏମ୍ସରେ ସପ୍ତାହେ ଧରି ଚିକିତ୍ସିତ ହେବା ପରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସୋମବାର ଡିସଚାର୍ଜ ହୋଇଛନ୍ତି। ବିଜେଡି ତାଙ୍କ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଓ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି। ହିଞ୍ଜିଳି ବିଧାନସଭା ଆସନ ଓ ଆସ୍କା ଆସନ…

ବିଜେପିରୁ ଖାରବେଳ ସ୍ୱାଇଁ ବହିଷ୍କୃତ, ସମୀର ଦାଶ ହେଲେ ରାଜ୍ୟ ବିଜେପି ମୁଖପାତ୍ର

ଭୁବନେଶ୍ୱର: ବାଲେଶ୍ୱରରୁ ସ୍ବାଧୀନ ଭାବେ ସାଂସଦ ପ୍ରାର୍ଥୀ ହୋଇଥିବା ଖାରବେଳ ସ୍ୱାଇଁଙ୍କୁ ବିଜେପି ଆଜି ବହିଷ୍କାର କରିଛି। ଦଳ ବିରୋଧୀ କାମ ପାଇଁ ବହିଷ୍କାର କରିଛି ଦଳ। ସେ ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ୍ ଚାହୁଁଥିଲେ ଦଳ କିନ୍ତୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରିପିଟ୍ କରିଛି…

‘ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ’

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେପି ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବୃହତ ବିଜୟ ହାସଲ କରିବ ବିଜେପି । ଜୁନ୍ ୪ରେ ଓଡିଶା ରାଜନୀତିରେ ନୂତନ ସୂର୍ଯ୍ୟୋଦୟ ହେବ ବୋଲି…