୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ:ମୋଦି
କଟକ: ଅନୁଗୁଳ ପରେ କଟକରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ ବୋଲି କହିଛନ୍ତି ମୋଦି ।ଭାରତ ବର୍ଷର ପୁରୂଣା ସହର ମଧ୍ୟରୁ କଟକ ହେଉଛି ଗୋଟିଏ । ଜୁନ୍ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ…