Latest Odisha News

BREAKING NEWS

ଟି୨୦ରେ ଆଉ ୬ ଛକା ମାରିଲେ ୫୦୦ କ୍ଲବରେ ସାମିଲ ହେବେ ରୋହିତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିବାକୁ ଯାଉଛନ୍ତି । ସେ ଯଦି ଆଉ ୬ଟି ଛକା ମାରିବେ ତେବେ ଟି୨୦ କ୍ରିକେଟରେ ଏହି କୀର୍ତିମାନ ହାସଲ କରିବାରେ ୫ମ ଖେଳାଳି ହେବେ । ସେ ୨୪୭ ଆଇପିଏଲ ମ୍ୟାଚରୁ ୨୬୪ ଓ ୧୫୧…

ଧୋତି-କୁର୍ତ୍ତା ପିନ୍ଧି ଡ୍ୟୁଟି କରିବେ ପୋଲିସ କର୍ମଚାରୀ, ଗଳାରେ ପକାଇବେ ରୁଦ୍ରାକ୍ଷ ମାଳ

ନୂଆଦିଲ୍ଲୀ: ଶ୍ରୀ କାଶୀ ବିଶ୍ୱନାଥ ଧାମରେ ​​ପୋଲିସ୍ ବର୍ତ୍ତମାନ ହର-ହର ମହାଦେବଙ୍କ ସ୍ଲୋଗାନ ଦେଇ ଭକ୍ତମାନଙ୍କୁ ସ୍ୱାଗତ କରିବେ। ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏବେ ପୋଲସ କର୍ମୀଙ୍କ ପାଇଁ…

ନିର୍ବାଚନ ପୂର୍ବରୁ ପୁରୀ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ?

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ଏକ ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଛି। ଯାହା ଏହାର ନିର୍ବାଚନ ସମ୍ଭାବନାକୁ ଦୁର୍ବଳ କରିବାର ଆଶଙ୍କା ସୃଷ୍ଟି କରିଛି। ଏହି ଆଭ୍ୟନ୍ତରୀଣ କଳହକୁ ଦୂର କରିବା ପାଇଁ ଶାସକ ଦଳ ଶଂଖ ଭବନରେ ସମନ୍ୱୟ ପ୍ରୟାସରେ…

ସରକାରୀ ପୋର୍ଟାଲରେ 5ଟି ପେଜ୍ ଖାଲି ପଡ଼ିବା ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା

ଭୁବନେଶ୍ୱର: ବିଜେପି ସାଂସଦ ତଥା ଭୁୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ସରକାରୀ ପୋର୍ଟାଲରେ 5ଟି ପେଜକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ପେଜଟି ଖାଲି ପଡ଼ିଛି ଏବଂ କୌଣସି ସୂଚନା ନାହିଁ। ପୂର୍ବରୁ, ଏହି ଓ୍ବେବ ପେଜରେ ପ୍ରାସଙ୍ଗିକ ବିବରଣୀ…

କୋହଲି କଲେ ଖୁଲାସା, ଏହି ଦୁଇ କ୍ରିକେଟରଙ୍କୁ କୁହାଯାଏ ସୀତା ଆଉ ଗୀତା ଯୋଡି

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଏକ ସାକ୍ଷତାକାରରେ ସାଥୀ ଖେଳାଳିଙ୍କୁ ନେଇ ମଜାଦାର ବୟାନ ଦେଇଛନ୍ତି । ସେ ଏହି ଅବସରରେ କେଉଁ ଦୁଇ ଜଣଙ୍କୁ ଭାରତୀୟ ଟିମର ସୀତା ଆଉ ଗୀତା କୁହାଯାଏ ତାର ଖୁଲାସା କରିଛନ୍ତି । ଏହି ଦୁଇଜଣ ହେଲେ ଶୁଭମନ ଗିଲ ଓ ଈଶାନ କିଶାନ । ଉଭୟଙ୍କ ବନ୍ଧୁତା…

ଆଭ୍ୟନ୍ତରୀଣ ଓଡ଼ିଶାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା : ଏପ୍ରିଲ ମାସର ସବୁଠାରୁ ନିମ୍ନ ତାପମାତ୍ରା

ଭୁବନେଶ୍ୱର: ବର୍ଷା ଓ ଆକାଶ ମେଘୁଆ ଥିବାରୁ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଅପ୍ରତ୍ୟାଶିତ ତାପମାତ୍ରୀ କମିଥିବା ଅନୁଭୂତ ହୋଇଥିବାରୁ ଦିନର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ଏପ୍ରିଲ ମାସରେ ଆଜି ଅନେକ ସହରରେ ନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଯେଉଁ ସମୟରେ…

ସାଂସଦ ଚନ୍ଦ୍ରଶେଖର ସାହୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭିକେ ପାଣ୍ଡିଆନ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ହସ୍ପିଟାଲ ଯାଇ ଚନ୍ଦ୍ରଶେଖର ସାହୁଙ୍କ…

ଶଙ୍ଖ ଛାଡିବା ପରେ ରାଜ୍ୟ କଂଗ୍ରେସ ଭବନରେ ହାତ ଧରିଲେ ଭଦ୍ରକର ଯୁବନେତା ଅସିତ୍ ପଟ୍ଟନାୟକ

ଭଦ୍ରକ: ଭଦ୍ରକରେ ଶକ୍ତିଶାଳୀ ହେବ କି କଂଗ୍ରେସ ? ବଳ ଯୋଗାଡ଼ରେ ଲାଗିଛି କଂଗ୍ରେସ । ବିଜେଡି ଛାଡିଲା ପରେ ଆଜି ହାତ ଧରିଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପିସିସି…

ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ଘୋଷଣା କଲା ବିଜେଡି, ଲେଖାଶ୍ରୀ ବାଲେଶ୍ବର ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପାରାଦୀପ ଆସନରୁ ସ୍ବର୍ଗତ ନେତା ଦାମ ରାଉତଙ୍କ ବିଧାୟକ ପୁଅ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଲକ୍ଷ୍ମୀପୁର ବିଧାନସଭା ପାଇଁ ପ୍ରଭୁ…

ଚନ୍ଦ୍ର ଚାରିପଟେ ରହସ୍ୟମୟ ବସ୍ତୁ କାଟୁଛି ଚକ୍କର

ୱାଶିଂଟନ: ଆମେରିକା ସ୍ପେଶ ଏଜେନ୍ସି ନାସାର ଏକ ଅର୍ବିଟେର ଚନ୍ଦ୍ର ଚାରିପଟେ ଏକ ରହସ୍ୟମୟ ବସ୍ତୁ ଚକ୍କର କାଟୁଥିବା ଫଟୋ ଉଠାଇଛି । ଏ ସମ୍ପର୍କରେ ନାସା ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହା ଅଦୃଶ୍ୟ ହୋଇ ଯାଇଥିଲା । ଏହା ଏକ ସର୍ଫବୋର୍ଡ ଆକାରର ବସ୍ତୁ ଥିଲା । ଚନ୍ଦ୍ର…