ବିଜେଡିର ଛିଣ୍ଡୁନି ବାଲେଶ୍ୱର ଅଙ୍କ !
ଭୁବନେଶ୍ୱର: ବିଜେଡିର ବାଲେଶ୍ୱର ଦ୍ୱନ୍ଦ୍ୱ । ରାଜ୍ୟର ୨୦ଲୋକସଭା ସିଟରେ ସରିଛି ପ୍ରାର୍ଥୀ ଘୋଷଣା । କାହିଁକି ହୋଇପାରୁନି ବାଲେଶ୍ୱର ନିଷ୍ପତ୍ତି ? ପ୍ରାର୍ଥୀଙ୍କୁ ନେଇ କେଉଁଠି ରହିଛି କନଫ୍ୟୁଜନ୍ ? ପୁଣି ରିପିଟ୍ ହେବେ କି ରବୀନ୍ଦ୍ର ଜେନା ? ନା ନୂଆ ଚେହେରା ଦେଇ ଚମକାଇବ ବିଜେଡି ?…