ବାଲେଶ୍ୱର ବିଗ୍ ଫାଇଟ୍: ରିପିଟ୍ ହେବେ କି ପ୍ରତାପ ?
ଭୁବନେଶ୍ୱର: ବାଲେଶ୍ୱରରେ ଚବିଶ ଦେଖିବ ବଡ ଲଢେଇ । ପୁଣି ବିଜେପି ନନାଙ୍କୁ କରିବ ଭରସା ? ନା ଖାରବେଳ ସ୍ୱାଇଁ ହେବେ ନୂଆ ସେନାପତି ? ବିଜେଡିରୁ ବାଲେଶ୍ୱର ମଇଦାନରେ କିଏ ହେବେ ପ୍ରାର୍ଥୀ ? ପୁଣି ରବୀନ୍ଦ୍ର ଜେନାଙ୍କୁ ଓହ୍ଲାଇବ କି ବିଜେଡି ? ନା ଶଙ୍ଖରୁ ମିଳିବ ସରପ୍ରାଇଜ୍ ? କଂଗ୍ରେସ…