Latest Odisha News

BREAKING NEWS

ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ଯାଜପୁର: କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଏକ ଦାବିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି…

ସଡକ ଦୁର୍ଘଟଣାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଥିରିମାନେ ଗୁରୁତର

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସେ ତାଙ୍କ କାରରେ ଯାଉଥିବା ବେଳେ ଏହା ଆଉ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତାଙ୍କ ସହ ସେହି କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହତ: ମୁଣ୍ଡରେ ଲାଗିଛି ଗଭୀର ଆଘାତ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ତାଙ୍କ ମୁଣ୍ଡରୁ ରକ୍ତ ଝରିବାରୁ ଚିକିତ୍ସା ପାଇଁ ତାଙ୍କୁ କୋଲକତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ…

ତିସରୀ ବେଗମ ଫିଲ୍ମରୁ ଜୟ ଶ୍ରୀରାମ କାଟିବାକୁ ମନା କଲେ କେସି ବୋକାଡିୟା

ମୁମ୍ବାଇ: ରାଜେଶ ଖାନ୍ନା, ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁଙ୍କ ପରି ସୁପରଷ୍ଟାରଙ୍କ ସହ କାମ କରିଥିବା ନିର୍ମାତା ଓ ନିର୍ଦ୍ଦେଶକ କେସି ବୋକାଡିୟା ଏବେ ତାଙ୍କ ଆଗାମୀ ଫିଲ୍ମ ନେଇ ଅଡୁଆରେ ପଡିଛନ୍ତି । ସେନ୍ସର ବୋର୍ଡ ତାଙ୍କର ତିସରୀ ବେଗମ ଫିଲ୍ମରୁ ଜୟ ଶ୍ରୀ ରାମ ହଟେଇବା ପାଇଁ କହିଛନ୍ତି ।…

ବିଡିଏର ଭରତପୁର ନେଚର ପାର୍କ ଉଦଘାଟିତ

ଭୁବନେଶ୍ବର: ଭରତପୁରସ୍ଥିତ ପ୍ରକୃତି ଉଦ୍ୟାନକୁ ଆଜି ବିଧାୟକ (ଉତ୍ତର) ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ବାରା ପରିଚାଳିତ ଏହି ପାର୍କର ଉଦ୍ଘାଟନୀ ଉତ୍ସବରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ବିଡିଏ ଅଧିକାରୀମାନେ…

କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି, ନିଜ ଆଡ଼କୁ ଟାଣିବାକୁ ଜୋରଦାର ପ୍ରୟାସ

କୋରାପୁଟ: କୋଟିଆକୁ ଏବେ ଆନ୍ଧ୍ର ଗୁରୁତ୍ଵ ଦେଉଛି। ଗତ ମାସ ୨୭ ତାରିଖରୁ ଏଜାବତ ଆନ୍ଧ୍ର ପକ୍ଷରୁ କୋଟିଆ ର ବିଭିନ୍ନ ଗ୍ରାମରେ ପ୍ରାୟ ୫/୬ ଟି କାର୍ଯ୍ୟକ୍ରମ କରାଗଲାଣି। ଏପରିକି କୋଟିଆର ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାର ଭରପୁର ପ୍ରାୟାସ ଜାରି ରହିଛି। କୋଟିଆର ଲୋକେ ଯେପରି ଆନ୍ଧ୍ର ରେ ଭୋଟ…

ବାପାଙ୍କ ଆସନରୁ ନିର୍ବାଚନ ଲଢିପାରନ୍ତି ବରୁଣ ଗାନ୍ଧୀ, ଏପରି ରହିଛି ସମୀକରଣ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ବରୁଣ ଗାନ୍ଧୀ ପାଇଁ ଆମେଥିରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ଯେ ଯଦି ବରୁଣ ଗାନ୍ଧୀ ବିଜେପିରୁ ଟିକେଟ ନ ପାଆନ୍ତି, ତେବେ ଆମେଥିରେ ଏକ ନୂତନ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ। ବର୍ତ୍ତମାନ ଆମେଥିର…

ଏମ୍‌ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍…

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର। ହସ୍‌ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ…

ଲୋକସଭା ନିର୍ବାଚନ ଲଢିବେ ଜୟପ୍ରଦା !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଏବଂ ଦଳ ଉତ୍ତରପ୍ରଦେଶରେ ୫୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ସମୟରେ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ପୂର୍ବତନ ରାମପୁର ସାଂସଦ ଜୟପ୍ରଦା ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା…

୨୦ ପ୍ରତିଶତ ଛଟେଇ କରିବ ପେଟିଏମ

ନୂଆଦିଲ୍ଲୀ: ପେଟିଏମର ମାଲିକ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ ଏହାର କର୍ମଚାରୀମାନଙ୍କୁ ଏକ ବଡ଼ ଝଟକା ଦେଇପାରେ। ବାର୍ଷିକ ସମୀକ୍ଷାରେ ସେ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ବୋଲି ସୂଚନା ମିଳିଛି। ତେବେ କେତେ ସଂଖ୍ୟାରେ ଛଟେଇ କରାଯିବ ସେନେଇ ପ୍ରକୃତ ତଥ୍ୟ…