କେତେ ସମ୍ପତ୍ତିର ମାଲିକ ବିଲ୍ ଗେଟସଙ୍କୁ ଚା’ ଦେଇଥିବା ଡଲି ଚା’ବାଲା
ନୂଆଦିଲ୍ଲୀ: ରଙ୍ଗ ବେରଙ୍ଗର ସାର୍ଟ, ହାତରେ ବ୍ରେସଲେଟ୍ ଓ ଘଡ଼ି, କାନରେ ୱାୟାରଲେସ୍, ଆଖିରେ ରଙ୍ଗୀନ ଚଷମା ଓ ଷ୍ଟାଇଲିଶ ହେୟାର କଟ୍ ଆଉ ତା’ସହ ପୁରା ରଙ୍ଗିଲା ଅନ୍ଦାଜ୍… ଆଜ୍ଞା ହଁ, ଆମେ ଆଉ କାହା କଥା ନୁହେଁ ବରଂ ଆମେ କହୁଛୁ ଡଲି ଚା’ବାଲାଙ୍କ ବିଷୟରେ । ଯିଏ ଆଜିକାଲି ସୋସିଆଲ ମିଡିଆରେ…