ବିହାରରେ ଅଛନ୍ତି ବୟସର ଶତକ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର
ପାଟନା: ବିହାରରେ ୧୦୦ରୁ ଅଧିକ ବୟସ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିର୍ବାଚନ କମିଶନରଙ୍କ ଏକ ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ବିହାରରେ ୭.୬୪ କୋଟି ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ କୋଟିରୁ ଅଧିକ…