Latest Odisha News

BREAKING NEWS

ପ୍ରଫୁଲଙ୍କ ଘରେ ଇଡି ରେଡ୍: ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି, କଂଗ୍ରେସ କହିଲା ମିଳିତ ନାଟକ

ଭୁବନେଶ୍ୱର:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ାଉ କରିବା ପରେ ଶାସକ ଦଳ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ଉଭୟ ଦଳ ହାତ ମିଳାଇଥିବା ଅଭିଯୋଗ କରି କଂଗ୍ରେସ…

ବୌଦ୍ଧ ଆରଟିଓଙ୍କ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

 ବୌଦ୍ଧ: ଜିଲ୍ଲାର ଆରଟିଓ ବସନ୍ତ କୁମାର ମହାପାତ୍ର ଗୁରୁବାର ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମର ୧୦ଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ସମ୍ପତ୍ତି ସଂଗ୍ରହ କରିଥିବା ଭିଜିଲାନ୍ସ ବିଭାଗ ପର୍ଦ୍ଦାଫାସ କରିଛି। ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ…

ରୋହିତ, ଜାଡେଜାଙ୍କ ଶତକ: ଭାରତ ୩୨୬/୫

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ବିନିମୟରେ ୩୨୬ ରନ କରି ଭଲ ସ୍ଥିତିରେ ରହିଛି । ଅଧିନାୟକ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରଛନ୍ତି । ଷ୍ଟମ୍ପସ ଅପସାରଣ ବେଳକୁ ଜାଡେଜା ୧୧୦ ଓ କୁଲଦୀପ ଯାଦବ ୧ ରନ କରି…

ଯୁକ୍ତ ୨ ପରୀକ୍ଷା: କ’ଣ କରିବେ, କରିବେ ନାହିଁ; ଛାତ୍ରଛାତ୍ରୀଙ୍କ ପାଇଁ ସିଏଚଏସଇ ମାର୍ଗଦର୍ଶିକା

ଭୁବନେଶ୍ୱର: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ଅନୁସରଣ କରିବା ପାଇଁ ଏହି ଆଡଭାଇଜରିରେ…

ସ୍କୁଲ ଭ୍ୟାନ ଦୁର୍ଘଟଣାରେ ୬ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ: କାମାକ୍ଷାନଗର ଅଞ୍ଚଳରେ ବରିହାପୁର ଆଦର୍ଶ ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ ଜଣ ପିଲା ଆହତ ହୋଇଛନ୍ତି। ଭାରସାମ୍ୟ ହରାଇବା କାରଣରୁ ଭ୍ୟାନଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ…

ଭିସି ଯୋଗେ ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କଲେ ନୀତୀନ ଗଡ଼କରୀ, କାର୍ଯ୍ୟକ୍ରମରେ ଯୋଗ ଦେଲେ…

ପୁରୀ: ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଭର୍ଚ୍ଚୁଆଲ ମାଧ୍ୟମରେ ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏନଏଚ୍‌ ୧୬ ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍‌ ରାସ୍ତାର ଲୋକାର୍ପଣ ।…

ଇଣ୍ଡିଆ ମେଣ୍ଟକୁ ବାଏ ବାଏ କହି ଏନଡିଏ ମୁହାଁ ଫାରୁକ୍ ଅବଦୁଲ୍ଲା!

ଜମ୍ମୁ:ଝଟକା ଉପରେ ଝଟକା ଖାଉଛି ଇଣ୍ଡିଆ ମେଣ୍ଟ। ପୁଣି ଏନଡିଏ ମୁହାଁ ହେଉଛନ୍ତି ଆଉ ଜଣେ ଗଠବନ୍ଧନର ସଦସ୍ୟ। ଏବେ ଚର୍ଚ୍ଚା ହେଉଛି ଯେ ଏନ୍‌ଡିଏରେ ସାମିଲ ହେବେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫ୍ରେନ୍ସ ମୁଖ୍ୟ ଫାରୁଖ ଅବଦ୍ଦୁଲା। ଏନେଇ ସେ ଆଜି ଇସାରା ଦେଇଛନ୍ତି।…

ଭୁବନେଶ୍ବରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ ସ୍ଵସ୍ତିକ

ଭୁବନେଶ୍ବର: ରାଜଧାନୀ ଟଙ୍କପାଣି ସ୍ଥିତ ସାଇ ମନ୍ଦିର ଛକ ନିକଟରେ ଖୋଲିଲା ଫିଲ୍ମ ସୁଟିଂ ପାଇଁ ନିର୍ମିତ ଅତ୍ୟାଧୁନିକ ଷ୍ଟୁଡିଓ ସ୍ଵସ୍ତିକ । ପବିତ୍ର ସରସ୍ଵତୀ ପୂଜା ଅବସରରେ ଏହା ଉନ୍ମୋଚିତ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଜଗତ ସହ ସମ୍ପୃକ୍ତ ବହୁ ପ୍ରଯୋଜନା ସଂସ୍ଥା,…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ

କୋଲକାତା:ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ। ଗୁରୁବାର ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ…