ଫେବୃଆରୀ ୩ରୁ ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ। IDCO ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ କାର୍ଯ୍ଯକ୍ରମ। ଏକାମ୍ର ଉତ୍ସବ ତିନୋଟି ଉପାଦାନ ଅର୍ଥାତ୍- ଭୁବନ୍-ଇ-ସ୍ୱର୍ ବା ମୁଖ୍ୟ ଇଭେଣ୍ଟ , ସିଟି କାର୍ନିଭାଲ୍- ଲୋକ ଉତ୍ସବ ଏବଂ ଖାଦ୍ୟ ମହୋତ୍ସବ - ଆମ ବ୍ୟଞ୍ଜନରେ…