Latest Odisha News

BREAKING NEWS

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ପ୍ରଥମ ଅଧିବେଶନରେ ବି…

ଭୁବନେଶ୍ଵରରେ ଜବରଦଖଲ ମୁକ୍ତ ହେଲା ୨ ଏକର ସରକାରୀ ଜମି

ଭୁବନେଶ୍ୱର: ବିଡିଏ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଭୁବନେଶ୍ୱରର ପ୍ରାୟ ୨ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶନିବାର ସହରର ସରସ୍ୱତୀ ବସ୍ତିରେ ପୁଲିସ ଫୋର୍ସ ଉପସ୍ଥିତିରେ…

ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ୍ତିି ନୂଆବର୍ଷ

ୟୁରୋପ: ଆଉ ମାତ୍ର ଗୋଟିଏ ଦିନ । ପୁରୁଣା ବର୍ଷ ବିଦାୟ ନେବ ନୂତନ ବର୍ଷ ଆସିବ । ନୂତନବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । କିନ୍ତୁ ଏମିତି ଏକ ଦେଶ…

ଗ୍ରାହକଙ୍କ ଇଚ୍ଛାକୁ ପୂରଣ କଲା ସ୍ୱିଗି, ବ୍ୟାଣ୍ଡ-ବାଜା ବଜାଇ ଘରେ ପହଞ୍ଚିଲା

ନୂଆଦିଲ୍ଲୀ: ସ୍ୱିଗି ତାର ଜଣେ ଗ୍ରାହକଙ୍କ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାର ପରିସରକୁ ଆସିଛି । ବ୍ୟାଣ୍ଡ ବାଜା ବଜାଇ ଗ୍ରାହକଙ୍କ ଘରେ ପହଞ୍ଚିଥିଲା ସ୍ୱିଗି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସ୍ୱିଗି ଇନଷ୍ଟାମାର୍ଟ ଏକ୍ସରେ ଏକ ଟ୍ୱିଟ କରିଥିଲା ।…

ଏଫଆଇଏଚ ମହିଳା ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ: ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେନି କୌଣସି ଓଡିଶା ଖେଳାଳି

ଭୁବନେଶ୍ୱର: ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ସବିତା ପୁନିଆ ନେତୃତ୍ୱାଧୀନ ୧୮ ଜଣିଆ ଦଳରେ ଜଣେ ବି ଓଡିଶା ଖେଳାଳି ସ୍ଥାନ ପାଇ ନାହାନ୍ତି । ରାଂଚୀରେ ୮ଟି ଦେଶକୁ ନେଇ ଏହି ଯୋଗ୍ୟତାପର୍ଯ୍ୟାୟ ଆୟୋଜିତ ହେବ । ଭାରତ ପୁଲ ବିରେ…

ଓଡିଶାରେ ସଫଳତାର ସହ ଅନୁଷ୍ଠିତ ହେଲା ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ନୂତନ ଭାବେ ନିର୍ମାଣ ହୋଇଥିବା ଜିମ୍ନାଷ୍ଟିକ୍ସ ସେଂଟରରେ ଜାତୀୟ ଜୁନିୟର ଆର୍ଟିଷ୍ଟିକ ଚାମ୍ପିୟନଶିପ ସଫଳତାର ସହ ଶେଷ ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗର…

ନିର୍ବାଚନ ପାଇଁ ଇମ୍ରାନ ଖାଁଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କଲେ ନିର୍ବାଚନ ଆୟୋଗ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ପିଟିଆଇ ପାର୍ଟିକୁ ଶନିବାର ଶକ୍ତ ଧକ୍କା ଲାଗିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଇମ୍ରାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମାତ୍ର ନିର୍ବାଚନ ଆୟୋଗ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଇମ୍ରାନ ଲାହୋର ଏନଏ ୧୨୨ ଓ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ସୌରଚାଳିତ ୧୦୦୦ଟି ଶୀତଳ ଭଣ୍ଡାର

ଭୁବନେଶ୍ଵର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଭଣ୍ଡାର ସ୍ଥାପନ ହେବ। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଭଣ୍ଡାର ସ୍ଥାପନ କରାଯିବ । ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦…

ତାପମାତ୍ରା ବୃଦ୍ଧିର କାରଣ ସାଜିଛି ଧୂଳିକଣା: ବଢିଲା ଗ୍ଲାସିୟର ତରଳିବା ଆଶଙ୍କା 

ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ଏରୋସେଲ ବା ଧୂଳିକଣା । ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାରେ ବାଧା ସୃଷ୍ଟି କରୁଛି । ଯାହା ଫଳରେ ପୃଥିବୀର ତାପମାତ୍ରା ବୃଦ୍ଧି ହେବା ସହ ଜଳବାୟୁ ଚକ୍ର ଉପରେ ପ୍ରଭାବ ପକାଉଛି…

ଏଏଫସି ଏସିଆନ କପ ଫୁଟବଲ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: କାତାରରେ ଖେଳାଯିବାକୁ ଥିବା ଏଏଫସି ଏସିଆନ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଶନିବାର ୨୬ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମୂଖ୍ୟ କୋଚ ଇଗୋର ଷ୍ଟିମାକ ଏହାକୁ ଘୋଷଣା କରିଥିଲେ । ଏଏଫସି ଏସିଆନ କପରେ ଭାରତ ଗ୍ରୁପ ବିରେ ସ୍ଥାନ ପାଇଛି । ଏହି ଦଳରେ ଅଷ୍ଟ୍ରେଲିଆ, ଉଜବେକିସ୍ତାନ…