ଏକାବେଳେ ୧୦ଟି ସିଲିଣ୍ଡରରେ ଲଗିଲା ନିଆଁ, ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ପୁଣେ
ପୁଣେ: ମହାରାଷ୍ଟ୍ରର ପୁଣେ ନିକଟ ବିମାନ ନଗରରେ ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକା ସାଙ୍ଗରେ ୧୦ ସିଲିଣ୍ଡରରେ ନିଆଁ ଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଛି । ସିମ୍ବାୟୋସିସ୍ କଲେଜ ନିକଟରେ ଘଟିଛି ଏଭଳି ଘଟଣା। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା…